ଭରତପୁର ଥାନା ଘଟଣା : ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ…
Read More...

ହରତାଳ ପ୍ରସ୍ତୁତି ବୈଠକ ବେଳେ ଶଙ୍ଖ ଭବନରେ ହଙ୍ଗାମା

ଭୁବନେଶ୍ୱର; ଶଙ୍ଖ ଭବନରେ ହଙ୍ଗାମା । ହରତାଳ ପ୍ରସ୍ତୁତି ବୈଠକ ବେଳେ ଅମରେଶ ଜେନା ଓ ବିର’ି ନାରାୟଣ ଓ ମହାସୂପକାରଙ୍କୁ ବିରୋଧ କରାଯାଇଛି । ଶଙ୍ଖ ଭବନରେ ବନ୍ଦ ଡାକରା ପାଇଁ ପ୍ରସ୍ତୁତି ବୈଠକରେ ଏଭଳି ହୋହାଲ୍ଲା ଦେଖିବାକୁ ମିଳିଥିଲା । ଦଳ ବିରୋଧରେ କାମ କରୁଥିବା ଏହି ଦୁଇ ବିଦ୍ରୋହୀ…
Read More...

୯ଟି ମାଛର ଦାମ ୧୫ ଲକ୍ଷ;ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼

ଦୀଘା; ମାଛର ଦାମ ୨୫ ହଜାର  ।  ଏକଥା ଆଜ୍ଞା ଆପଣମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଦର୍ଶକବନ୍ଧୁ ଏହା ନିରାଟ ସତ୍ୟ । ମାଛ କିଲୋ ପ୍ରତି ୨୫ ହଜାର ୫୦୦ ରହିଛି । ଯାହା ଜଣେ ମାଛ ବ୍ୟବସାୟୀଙ୍କୁ ଲକ୍ଷପତି କରାଇଛି । ୯ଟି ମାଛର ଦାମ ୧୫ ଲକ୍ଷ ହୋଇଛି । ଏହି ମାଛର ନାମ ହେଉଛି ତେଲିଆ…
Read More...

ଅଟୋରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ;୩ ଅଭିଯୁକ୍ତ ପ୍ଲାଣ୍ଟ ସାଇଟ ଥାନାରେ ଅଟକ

ରିପୋଟର୍ସ ଟୁଡେ; ରାଉଲକେଲାରେ ଲଜ୍ୟା । ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତକାଲି ରାତିରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ପ୍ଲାଣ୍ଡସାଇଟ ଥାନାରେ ଏନେଇ ଅଭିଯୋଗ ହୋଇଛି । ତେବେ ଅଟୋରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସେପଟେ ଏନେଇ…
Read More...

Breaking News : ଭରତପୁର ଥାନା ମାମଲା ଖୁବ ଶୀଘ୍ର ହେବ ଲାଏ ଡିଟେକ୍ସନ ଟେଷ୍ଟ !

ଭୁବନେଶ୍ୱର : ଥମୁନି ସେନା ପୋଲିସ କଳି ଘଟଣା । ରାଜଧାନୀ ଛାତି ଉପରେ ଚାଲିଛି ଆର୍ମି-ପୋଲିସ ଲଢେଇ। ଘଟଣାର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଏନେଇ ଖୁବ ଶୀଘ୍ର ହେବ ଲାଏ ଡିଟେକ୍ସନ ଟେଷ୍ଟ । ନିଲମ୍ବିତ 5 ପୋଲିସ କର୍ମଚାରୀଙ୍କ ସମେତ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଙ୍କର ହେବ ଲାଏ ଡିଟେକ୍ସନ…
Read More...

ରାଧା-କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ପାରାୟଣ ଉଦ୍‌ଯାପିତ

ବିଷମକଟକ(ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମ କଟକ ସଦର ରାଧା କୃଷ୍ଣ  ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ପାରାୟଣ ଉଦ୍‌ଯାପିତ ହୋଇଯାଇଛି। ଶନିବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସହ ସାମୂହିକ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା। ଗତ ୧୮ ତାରିଖ ପୂର୍ଣ୍ଣିମା ବୁଧୁବାର ଠାରୁ…
Read More...

ସୁନା କିଣିବାକୁ ଯାଉଥିଲେ ଜାଣିରଖନ୍ତୁ, କେତେ ରହିଛି ସୁନା ଦର ?

ବ୍ୟୁରୋ : ଆଜି ଓଡିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର ସୁନା କିଣିବା ପୂର୍ବରୁ ଜାଣିରଖନ୍ତୁ । ଆଜି ଭାରତୀୟ ବଜାରରେ ୨୨କ୍ୟାରେଟର ସୁନା ଦର ୧୦ ଗ୍ରାମ ପ୍ରତି ୬୯ହଜାର ୬୦୦ଟଙ୍କା, ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୫ ହଜାର ୯୩୦ ଟଙ୍କା ରହିଛି । ସେହିପରି…
Read More...

Breaking News : ଭରତପୁର ଥାନା ମାମଲା ପ୍ରତିବାଦରେ ରାଜଧାନୀରେ ବନ୍ଦ ଡାକରା

ଭୁବନେଶ୍ୱର : ଭରତପୁର ଥାନା ମାମଲା ଦିନକୁ ଦିନ ନେଉଛି ଉଗ୍ରରୂପ । ଏହି ଘଟଣାର ପ୍ରତିବାଦରେ ୬ ଘଣ୍ଟା ପାଇଁ ବନ୍ଦ ହେବ ରାଜଧାନୀ। ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ରାଜଧାନୀରେ ୬ ଘଣ୍ଟିଆ ବନ୍ଦ ପାଳିବ ବିଜେଡି। ମଙ୍ଗଳବାର ୬ ଘଣ୍ଟା ପାଇଁ ବନ୍ଦ ରହିବ ଭୁବନେଶ୍ୱର । ଭରତପୁର ସେନା…
Read More...

ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା

ରିପୋଟର୍ସ ଟୁଡେ;ଦୀପାଳିଙ୍କ ନାଁରେ ଏତଲା । ଖାଲି ପୂର୍ବତନ ବିଧାୟକ ଦୀପାଳି ଦାସଙ୍କ ନାଁରେ ନୁହେଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା ହୋଇଥିବା ସୂଚନା ମିଳିଛି । ଏହିି ଏତଲା ଦେଇଛନ୍ତି, ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏନଏଲସି କମ୍ପାନୀ କର୍ତ୍ତୃପକ୍ଷ । ସୂଚାନ…
Read More...

ରାଜ୍ୟ ସଙ୍ଗୀତ ବାଜିଲା, ସମସ୍ତେ ଉଠିଲେ,କିନ୍ତୁ ଉଠିଲେନି ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଭୁୁବନେଶ୍ୱର; ରାଜ୍ୟ ସଙ୍ଗୀତ ବାଜିଲା, ସମସ୍ତେ ଉଠିଲେ,କିନ୍ତୁ ଉଠିଲେନି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏଭଳି ଆଚରଣ କରି ବନ୍ଦେ ଉତ୍କଳ ଜନନୀ ଗାନକୁ ଘୋର ଅସମ୍ମାନ କରିଛନ୍ତି ଜୟନାରାୟଣ । ସଭାମଞ୍ଚରେ ସମ୍ବଲପୁର ଜିଲ୍ଲାପାଳ, ଉତ୍ତରଞ୍ଚଳ ଆରଡିସି ଓ ସମ୍ବଲପୁର ମହାନଗର ନିଗମର କମିଶନର…
Read More...