ବିଜେଡି ଆଭିମୁଖ୍ୟ କଂଗ୍ରେସ ଆଭିମୁଖ୍ୟ ଅଲଗା;ଅଶୋକ ଦାସ , କଂଗ୍ରେସ ବିଧାୟକ

ଭୁବନେଶ୍ୱର;ଏସବୁ ଅଭିଯୋଗ କପୋଳ କଳ୍ପିତ। ବିଜେଡି ଆଭିମୁଖ୍ୟ କଂଗ୍ରେସ ଆଭିମୁଖ୍ୟ ଅଲଗା। ସତକୁ ସାମ୍ନା କରି ପାରୁନାହାନ୍ତି ବିଜେପିକୁ ନେତା। ସରକାର ନିଜକୁ ଶିଶୁ ବୋଲି କହୁଛନ୍ତି, ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବାରୁ ଏଭଳି ମିଛ କଥା କହୁଛନ୍ତି। ବିଜେଡି - ବିଜେପି ପୂର୍ବରୁ ମିଶିକି…
Read More...

ଭାରତ ବର୍ଷରେ ଆଉ ବିଜେପି ନୁହେଁ

ଭୁବନେଶ୍ୱର;୨୦୨୪ ସାଧାରଣ ନିର୍ବାଚନର ଚାରିମାସ ପରେ ହରିୟଣା ଓ ଜମ୍ମୁରେ ନିର୍ବାଚନ ହେଇଛି । ଯେଉଁ ସଂସ୍ଥା ଗୁଡ଼ିକ ସର୍ଭେ କରିଛନ୍ତି ତାଙ୍କ ଆକଳନ କହୁଛି କି ବିଜେପି ଜମ୍ମୁ ଓ ହରିୟାଣାରେ ପରାଜୟ ହେବ। ବିଜେପି ଯେଉଁ ଭଳି ଡିଣ୍ଡିମ ପିଟିଲା ସତେ ଯେମିତି ବହୁମତ ମିଳିଲା। ନିର୍ବାଚନ ଫଳାଫଳ…
Read More...

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା

ଭୁବନେଶ୍ୱର;ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ । ଇଣ୍ଟରନାଲ ଓ ମେନ ପରୀକ୍ଷା । ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ, ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ…
Read More...

ପୁଣି ପୋଲିସ ଖାକିରେ ଲାଗିଲା ଦାଗ; ମହିଳାଙ୍କୁ ଦୁର୍ବ୍ୟବହାର କରି ଜଣେ ପୋଲିସ କର୍ମଚାରୀ ନିଲମ୍ବିତ

କଟକ; ପୁଣି ପୋଲିସ ଖାକିରେ ଲାଗିଲା ଦାଗ । ମହିଳାଙ୍କୁ ଦୁର୍ବ୍ୟବହାର କରି ଜଣେ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଛନ୍ତି କଟକ ଡିସିପି । କଟକ ସଦର ଥାନାର ଓ.ଏ.ପି.ଫ କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତ ୨୨…
Read More...

ବିବାଦ ପରେ ଦିନକୁ ବିକ୍ରି ହେଉଛି ସାଢେ ୩ଲକ୍ଷରୁ ଅଧିକ ତିରୁପତି ଲଡୁ….

ବ୍ୟୁରୋ : ବିବାଦ ପରେ ବି ଜୋରସୋର ବିକ୍ରି ହେଉଛି ତିରୁପତି ମନ୍ଦିରର ଲଡୁ । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ମାତ୍ର ୪ ଦିନ ମଧ୍ୟରେ ବିକ୍ରି ହୋଇଛି ୧୪ଲକ୍ଷରୁ ଅଧିକ ଲଡୁ। ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖରେ ୩.୫୯ ଲକ୍ଷ ଲଡୁ ବିକ୍ରି ହୋଇଥିବା ବେଳେ ୨୦ ତାରିଖରେ ୩.୧୭…
Read More...

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ : ରେବନ୍ତ ରେଡ୍ଡୀଙ୍କୁ ଜେରା କରିବ ଇଡି

ବ୍ୟୁରୋ : ୯ ବର୍ଷ ପୂର୍ବର ‘ନୋଟ୍ ଫର୍ ଭୋଟ୍’ ମାମଲାରେ ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି । ଅକ୍ଟୋବର ୧୬ କିମ୍ବା ତା ପୂର୍ବରୁ କୋର୍ଟରେ ହାଜର ହେବା ପାଇଁ ସମନରେ କୁହାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ୨୦୧୫ ମସିହାରେ ଯେତେବେଳେ…
Read More...

ପଞ୍ଚାମୃତରେ ମିଶାଉଛନ୍ତି ନପୁଂସକ ଔଷଧ : ତାମିଲନାଡୁର ଅନ୍ୟ ଏକ ମନ୍ଦିରରେ ବିବାଦ

ବ୍ୟୁରୋ : ତାମିଲନାଡୁର ଅନ୍ୟ ଏକ ମନ୍ଦିରର ପଞ୍ଚାମୃତକୁ ନେଇ ହୋଇଛି ବଡ ବିବାଦ । ପୁରୁଷଙ୍କ ପାଇଁ ପଞ୍ଚାମୃତ ପାଲଟିଛି ବିଷ । ତିରୁପତି ବାଲାଜୀ ମନ୍ଦିର ଲଡୁର ପବିତ୍ରତାକୁ ନେଇ ବିବାଦ ଉପୁଜିଥିବାବେଳେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆଉ ଏକ ମନ୍ଦିରରେ ପଞ୍ଚାମୃତରେ…
Read More...

୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହେବାରୁ ବଞ୍ଚାଇଲା ମାଙ୍କଡ

ବ୍ୟୁରୋ : ଘଟଣାଟି ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ, ୬ ବର୍ଷର ନାବାଳିକାକୁ ବଳାତ୍କାରରୁ ରକ୍ଷା କରିଥିଲେ ମାଙ୍କଡ । କିଛି ଅସାମାଜିକ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ମାଙ୍କଡ ମାନେ ଠିକ ସମୟରେ ପହଞ୍ଚି ନାବାଳିକା ଟିକୁ ରକ୍ଷା କରିଥିଲେ । ଖବର ଅନୁଯାୟୀ, ଘଟଣାଟି…
Read More...

କ୍ଷଣିକ ପୋଖରୀ ଭିତରେ ଛିଡା ହୋଇଛି କାର : ଗାଡ଼ିରୁ ବାହାରିଲେ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜଣେ ବିଶିଷ୍ଟ ନେତା ଶିବରାଜ ସିଂ ଚୌହାନ ନିକଟରେ ଝାଡ଼ଖଣ୍ଡ ଗସ୍ତ ସମୟରେ ବର୍ଷାରେ ଭିଜୁଥିବା କାଦୁଅ ରାସ୍ତାରେ ତାଙ୍କ ଗାଡି ଟି ଫସିଯାଇଥିଲା । ପ୍ରବଳ ବର୍ଷା ମଧ୍ୟରେ ସେ ବାହାରାଗୋରା ଠାରେ ଏକ ଜନସମାବେଶକୁ ଯାଉଥିବାବେଳେ…
Read More...

ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର;ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ | ଏଣିକି ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି( ଆଇସିସି) ଗଠନକୁ ଗୁରୁତ୍ୱ ଦେଇଛି ବିଭାଗ। ସବୁ ଉଚ୍ଚ ଶି କ୍ଷାନୁଷ୍ଠାନରେ ଏହି କମିଟି ଅଛି କି ନାହିଁ, ଏହା କିପରି କାମ କରୁଛି, ଏସବୁର…
Read More...