୯ ହତ୍ୟାକାରୀ ଭୋଗିବେ ଆଜୀବନ କାରାଦଣ୍ଡ

ବାଙ୍କୀରେ ରାଜନୈତିକ ହତ୍ୟାକାଣ୍ଡ ମାମଲାର ଶୁଣାଣୀ । ୯ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଟକ ଅତିତିକ୍ତ ଜିଲ୍ଲା ଦୈାରାଜଜ୍ । ୨୦୨୦ ଅକ୍ଟୋବର ୨୪ ତାରିଖରେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ । ଗୋବିନ୍ଦ ବେହେରା ନାମକ ବ୍ୟକ୍ତି ଉପରେ ଅଭିଯୁକ୍ତ ମାନେ ବୋମା ପକାଇବା ସହ ତାଙ୍କୁ ପଥରରେ ଛେଚି…
Read More...

ମୃତ୍ୟୁଦଣ୍ଡ ନେଇ ଚନ୍ଦ୍ରଚୁଡ ପ୍ରଶ୍ନର ଉତ୍ତର ଦେଲା ଏ.ଆଇ ଓକିଲ

ଗୁରୁବାର ଜାତୀୟ ନ୍ୟାୟିକ ସଂଗ୍ରହାଳୟ ଏବଂ ଅଭିଲେଖାଗାର (NJMA)ର ଉଦ୍ଘାଟନୀ ସମାରୋହରେ ଭାରତର ପ୍ରଧାନ ବିଚାରପତି  ଚିଫ ଜଷ୍ଟିସ୍ ଚନ୍ଦ୍ରଚୁଡ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ସହିତ ଅନ୍ୟ ବିଚାରପତି ଓ ଓକିଲମାନେ ମଧ୍ୟ ଉପସ୍ଥିତ ଥିଲେ। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…
Read More...

ଉପ-ନିର୍ବାଚନରେ ୯ ଟି ଆସନ ଜିତିବା ପାଇଁ ବିଜେପିର ରଣନିତୀ

ଉପ-ନିର୍ବାଚନ ପାଇଁ ବିଜେପି 'ଅଷ୍ଟଭୁଜା ' ପ୍ଲାନ । ଉପ-ନିର୍ବାଚନରେ ୯ ଟି ଆସନ ଜିତିବା ପାଇଁ ବିଜେପି ସ୍ୱତନ୍ତ୍ର ଆଠଟି ଯୋଜନା ପ୍ରସ୍ତୁତ କରିଛି। ରଣନୀତିଜ୍ଞ ମାନେ ଏହାକୁ ବିଜେପିର ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି କହିଛନ୍ତି। ବାସ୍ତବରେ, ନିର୍ବାଚନ ବିଶେଷଜ୍ଞ ମାନେ  ବିଶ୍ୱାସ କରନ୍ତି ଯେ…
Read More...

ଏକାକାଳୀନ ୧୫ରୁ ୧୬ଟି ସ୍ଥାନରେ ଚାଲିଛି ରେଡ

ଇ-କମର୍ସ କ୍ଷେତ୍ରରେ ଦୁଇଟି ବଡ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟ ଉପରେ ଇଡିର ଚଢାଉ ।  ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର ୧୫ ରୁ ୧୬ ଟି ସ୍ଥାନରେ କରାଯାଇଛି। ଦିଲ୍ଲୀ, ହାଇଦ୍ରାବାଦ,…
Read More...

ଅକ୍ଷର ଭୂମି” ଆଗରେ ତିଆରୀ ହେବ ‘ଓଡିଆ ଅସ୍ମିତା ଭବନ’

ଭୁବନେଶ୍ୱର; ଅକ୍ଷର ଭୂମି” ଆଗରେ ତିଆରୀ ହେବ ‘ଓଡିଆ ଅସ୍ମିତା ଭବନ’ । ଏନେଇ ସୂଚନା ଦେଇଛନ୍ତି ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସମଗ୍ର ଓଡିଶାକୁ ଗାରିମା ପ୍ରଦର୍ଶନ କରି ଓଡିଆ ଅସ୍ମିତା ଭବନ । ସରକାର ଦେଖିଥିବା ସ୍ୱପ୍ନ ଏବଂ ଦେଇଥିବା ପ୍ରତିଶ୍ରୁତି ପୂରଣ…
Read More...

ଭିଜିଲାନ୍ସ ହାତରେ କେନ୍ଦୁଝର ବରିଷ୍ଠ ସହକାରୀ ଅଧିକାରୀ

କେନ୍ଦୁଝର ;କେନ୍ଦୁଝର ବରିଷ୍ଠ ସହକାରୀ ଅଧିକାରୀ ADPHO (FW)  ଶ୍ରୀ ସେଖରଲାଲ କୁମାର ସାହୁଙ୍କ ଦ୍ୱାରା ବିପୁଳ ନଗଦ ଟଙ୍କା  ସମ୍ବନ୍ଧରେ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ଶ୍ରୀ ସାହୁଙ୍କ ଗତିବିଧି ତଥା କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। …
Read More...

ପୁଣି ଚର୍ଚ୍ଚାରେ ଇମାନେ;ମେଡିକାଲ ରିପୋର୍ଟରେ ଇମାନେଙ୍କ ରିପୋର୍ଟରେ ପୁରୁଷଙ୍କ ହରମୋନ ରହିଛି

ଭୁବନେଶ୍ୱର; ପୁଣି ଚର୍ଚ୍ଚାରେ ଇମାନେ । ଲିଙ୍ଗକୁ ନେଇ ପୁଣି ଚର୍ଚ୍ଚାକୁ ଅଅସିଛନ୍ତି ଇମାନେ ଖେଲିଫ୍ । ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିବା ବେଳେ ଲିଙ୍ଗକୁ ବିବାଦ ଘେରକୁ ଆସିଥିଲର । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ମୁଷ୍ଟି ଇମାନେ ଖେଲିଫ ସ୍ୱର୍ଣ୍ଣ ଜିତିଥିଲେ ।ଅଲିମ୍ପିକ୍ସ…
Read More...

ପାଟଣାଠାରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ;ପ୍ରତ୍ୟେକ ମୃତ ଶ୍ରମିକଙ୍କ…

ଭୁବନେଶ୍ୱର; ଗତ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ…
Read More...

ଏ ସରକାର ଆପଣ ମାନଙ୍କର, ଆପଣଙ୍କ ସେବା ଓ ସହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର  ;(୨୬ ଅକ୍ଟୋବର ୨୦୨୪ ) ଜୟ ଜଗନ୍ନାଥ , ସମସ୍ତଙ୍କୁ ମୋର ନମସ୍କାର । ପ୍ରଭୁ ଜଗନ୍ନାଥଙ୍କ,  ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା I ବାତ୍ୟା 'ଦାନା', ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ , ସଫଳତାର…
Read More...

କେନ୍ଦ୍ରୀୟ ଡେପୁଟେସନରେ ଯିବେ ସୁଶିଲ ଲୋହାନୀ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ସୁଶିଲ ଲୋହାନୀ । ସେ ୧୯୯୫ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ । ତାଙ୍କୁ କେନ୍ଦ୍ରୀୟ ପଞ୍ଚାୟତିରାଜ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ସୁଶିଲ ଲୋହାନୀ ଏବେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟକରୁଛନ୍ତି ।
Read More...