ତମେ ବଙ୍ଗଳା ବିହାର ଓଡିଶାକୁ କବଜ୍ଜା କରିବ ଆମେ କଣ ଲଲିପପ୍ ଖାଇବୁ!
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମଧ୍ୟରେ ବିଏନପି ନେତା କେବଳ କୋଲକାତା ନୁହେଁ ବଙ୍ଗଳା-ବିହାର-ଓଡ଼ିଶାକୁ ମଧ୍ୟ କବଜା କରିବାକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଏନପି ନେତାଙ୍କ ଡାକରାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।…
Read More...
Read More...