ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

ବ୍ୟୁରୋ-: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା । ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ୱେବସାଇଟ୍ ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ । କୋର୍ଟ ୱେବସାଇଟ୍‌ରେ ବି ରହିବ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି…
Read More...

ବ୍ଲେଡରେ କାଟି କ୍ଷତ ସ୍ଥାନରେ ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ବ୍ୟୁରୋ-: ସ୍କୁଲ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲେଡରେ ହାତ କାଟି ଦେଇଛି ସିନିୟର । ଖାଲି ସେତିକି ନୁହେଁ କ୍ଷତ ସ୍ଥାନରେ ଲୁଣ ମାରିବା ସହ ବନ୍ଦ ଘରେ ହାତକୁ ବାନ୍ଧି ୩-୪ ଘଣ୍ଟା ନିସ୍ତୁକ ପିଟିଛି । ଏପରି ଏକ ଅଭବନୀୟ ଘଟଣା…
Read More...

ଭାରତ ଉପରେ ରେସିପ୍ରୋକାଲ ଟାରିଫ ବା ପାରସ୍ପରିକ ଶୁଳ୍କ ଲାଗୁ କରିଛି ଆମେରିକା

ବ୍ୟୁରୋ-: ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି ।…
Read More...

ୱାକଫ ସଂଶୋଧନ ବିଲ୍ ଉପରେ କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା…

ୱାକଫ ସଂଶୋଧନ ବିଲ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମଣ୍ଡିର ସାଂସଦ କଙ୍ଗନା ରାଣାୱତ । ସେ କହିଛନ୍ତି ୱାକଫ ସଂଶୋଧନ ବିଲ୍ ଆମ ଦେଶକୁ ଉଇ ପରି ଗ୍ରାସ କରୁଥିବା ଦୁର୍ନୀତିର ଅନ୍ତ ଘଟାଇବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍‌ର ମୂଳ ବାର୍ତ୍ତା ହେଉଛି ଏହା ନିଶ୍ଚିତ କରିବା ଯେ…
Read More...

ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ସହ ଭବ୍ୟ ସ୍ୱାଗତ

ବ୍ୟୁରୋ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଷଷ୍ଠ ବିମଷ୍ଟ୍ରେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତରେ ପହଞ୍ଚିବା ପରେ ବ୍ୟାଙ୍କକରେ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ । ଡନ୍ ମୁଏଆଙ୍ଗ ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଭାରତୀୟ…
Read More...

ରାମାୟଣରେ ଅଭିନୟ କରିଥିବା କଳାକାରଙ୍କୁ ପ୍ରଶଂସା କଲେ ମୋଦି

ଥାଇଲାଣ୍ଡରେ ରାମାୟଣ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ଥାଇଲାଣ୍ଡ ଗସ୍ତରେ ଅଛନ୍ତି । ସେଠାରେ ପହଞ୍ଚିବା ପରେ ଥାଇଲାଣ୍ଡରେ ଥିବା ଭାରତୀୟ ମାନେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେଠାରେ ଭାରତୀୟ ସଂସ୍କୃତିର ବିଭିନ୍ନ ନାଟକ ପରିବେଶଷଣ କରାଯାଇଥିଲା । ମଞ୍ଚରେ…
Read More...

ବେଆଇନ ଗୋରୁ ଚାଲାଣ, ଗର୍ଜିଲା ଗୋ ସୁରକ୍ଷା ମଞ୍ଚ…

ସୁବର୍ଣ୍ଣପୁର ପୁର ଜିଲ୍ଲା ରାମପୁର ସାପ୍ତାହିକ ଗୋରୁ ବଜାରରୁ ବେଆଇନ ଭାବେ ଗୋରୁ ଚାଲାଣରେ ଲିପ୍ତ ଥିବା ବ୍ୟକ୍ତି ବିଶେଷ ଓ ରାଜନେତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି  ଜିଲ୍ଲା ଓ ଗୋଚର ସୁରକ୍ଷା ମଞ୍ଚ ଗର୍ଜନ କରିଛି । ମଞ୍ଚର ଶତାଧିକ ବ୍ୟକ୍ତି ବିଭିନ୍ନ ପ୍ଲା' କାର୍ଡ ଧରି  …
Read More...

ଜଙ୍ଗଲ ଭିତକୁ ଚମ୍ପଟ୍ ମାରିବା ବେଳେ ଏନ୍‌କାଉଣ୍ଟର କଲା ପୋଲିସ

ବ୍ୟୁରୋ-: ତାଳଚେର ତାଳବେଡା ଜଙ୍ଗଲରେ ପୋଲିସର ଏହି ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର । ସୁଶାନ୍ତର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୁଶାନ୍ତ ତାଳଚେରସ୍ଥିତ…
Read More...

ଓଡ଼ିଆ ପକ୍ଷର ତୃତୀୟ ଦିନରେ ‘ପରିଧାନ ଦିବସ’ ପାଳନ

ବ୍ୟୁରୋ-: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁବାର ହସ୍ତତନ୍ତ ପୋଷାକ ପିନ୍ଧିବାକୁ ତାଙ୍କର କର୍ମଚାରୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। “ଆମ ପୋଷାକ ଆମ ପରିଚୟ” ନାମକ ଏହି ପ୍ରୟାସର ଲକ୍ଷ୍ୟ ହେଉଛି…
Read More...

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନିତି ମାମଲାରେ ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନିତି ମାମଲାରେ ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ସରକାରୀ ସ୍କୁଲରେ ୧୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ବାତିଲ କରିବା ପାଇଁ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ମାନ୍ୟବର…
Read More...