ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ ଗଡକରୀ

ଭୁବନେଶ୍ବର-: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏପ୍ରିଲ ୧୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୧୭ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ ପାଳନ କରିବେ । ଏହି ଉତ୍ସବରେ…
Read More...

ବିଧାୟକ ରଘୁନାଥ ଜଗଦଲା ଓୟୁଏଟିର ପରିଚାଳନା ବୋର୍ଡ ସଦସ୍ୟଭାବେ ନିର୍ବାଚିତ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର,ବୀରହାରାଜପୁର ଅଞ୍ଚଳ ବିଧାୟକ ରଘୁନାଥ ଜଗଦଲା ଓଡ଼ିଶା କୃଷି ବିଶ୍ୱଦ୍ୟାଳୟ ଓ ପ୍ରଯୁକ୍ତି ବିଦ୍ୟାଳୟ(ଓୟୁଏଟି )ର ପରିଚାଳନା ବୋର୍ଡ ସଦସ୍ୟଭାବେ ନିର୍ବାଚିତ ହୋଇଛନ୍ତି ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଭୁବନେଶ୍ବର ଏକାମ୍ର…
Read More...

ପାଉଁଶ ପକାଇବାକୁ ଯାଇଥିଲେ, ପୋଖରୀରେ ବୁଡୁି ଗଲେ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଖଇରଙ୍ଗ ନୂଆପାଟଣା ଗ୍ରାମରେ ଅଘଟଣ । ଉକ୍ତ ଗ୍ରାମର ଏକ  ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ । ଉକ୍ତ ଗ୍ରାମର ପ୍ରଶାନ୍ତ ବେହେରାଙ୍କ ୧୧ ବର୍ଷୀୟ ନାବାଳକ ପୁଅ ଘରର ସଂକ୍ରାନ୍ତି ହୋମ ପାଉଁଶକୁ ଘର ପାଖ ପୋଖରୀକୁ ପକାଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡିଯାଇ…
Read More...

ଦିଲ୍ଲୀରୁ ନାବାଳକ ଶିଶୁକୁ ଉଦ୍ଧାର ସହିତ ବାପାକୁ ଗିରଫ କରିଛି ବାଲେଶ୍ୱର ପୋଲିସ…

୯ ବର୍ଷ ପରେ ଦିଲ୍ଲୀରୁ ଉଦ୍ଧାର ହେଲା ଶିଶୁ । ଦିଲ୍ଲୀରୁ ନାବାଳକ ଶିଶୁକୁ ଉଦ୍ଧାର ସହିତ ବାପାକୁ ଗିରଫ କରିଛି ବାଲେଶ୍ୱର ପୋଲିସ। ସ୍ବାମୀ ୪ ବର୍ଷର ଶିଶୁକୁ ଧରି ଫେରାର ହୋଇଥିବା ନେଇ ୨୦୧୬ ମସିହାରେ ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ଅଭିଯୋଗ କରିଥିଲେ। ଏନେଇ କୋର୍ଟରେ ମାମଲା ଚାଲିଥିଲା।…
Read More...

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା-: ଇସ୍ପାତ ସହରରେ ରକ୍ତର ଛିଟା । ରାଉରକେଲାରେ ଘଟିଛି ପୁଣି ଏକ ହତ୍ୟା କାଣ୍ଡ । ନିଜ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରି କହିଲା ମାଆ ହତ୍ୟାର ନେଇଛି ପ୍ରତିଶୋଧ । ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତର ନାମ ବିଷ୍ଣୁ ବର୍ମା ବୋଲି ଜଣାପଡିଛି ସୂଚନା…
Read More...

ନ୍ୟାୟିକ ଲଢ଼େଇରେ ଝିଅଙ୍କର ବିଜୟ

ନୂଆଦିଲ୍ଲୀ : ପୈତୃକ ସମ୍ପତ୍ତିରେ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିଥିବା ଆଇନସିଦ୍ଧ। କିନ୍ତୁ ଏଥିରୁ ଝିଅଙ୍କୁ ବଞ୍ଚିତ କରିବା ପାଇଁ ଜଣେ ପୋଷ୍ୟ ପୁତ୍ରଙ୍କ ପକ୍ଷରୁ ଦୀର୍ଘ ୪ ଦଶନ୍ଧି ଧରି ଚାଲିଥିବା ଲଢ଼େଇର ଅବସାନ ଘଟାଇଛନ୍ତି ସୁପ୍ରିମକୋର୍ଟ। ପୋଷ୍ୟ ପୁତ୍ର ଗ୍ରହଣ ମାଧ୍ୟମରେ ପୈତୃକ…
Read More...

ପୋଲିସ କବଜାରୁ ଖସିଯିବା ବେଳେ ଏନକାଉଣ୍ଟର

ବେଙ୍ଗାଲୁରୁ-: କର୍ଣ୍ଣାଟକର ହୁବଲିରେ ଜଣେ ପାଞ୍ଚ ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ହତ୍ୟାକରିଥିବା ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟରରେ କରିଛି । ଅଭିଯୁକ୍ତର ନାମ ନୀତେଶ କୁମାର ହୋଇଥିବାବେଳେ ସେ ବିହାର ପାଟନାର ବାସିନ୍ଦା ବୋଲି ଜଣା ପଡିଛି । ମିଳିଥିବା ପୋଲିସର ସୂଚନା ଅନୁସାରେ ମୃତ ଝିଅଟିର…
Read More...

ବିଦେଶୀ ନାଗରିକଙ୍କ ପାଇଁ ଟ୍ରମ୍ପ ସରକାରଙ୍କ ନୂତନ ନିୟମ

ଆମେରିକା-: ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ କରିବାକୁ ପଡିବ। ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି, ତେବେ…
Read More...

ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମା’ ତାରିଣୀଙ୍କ ଦର୍ଶନ କରି ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍‌ ଘୋଷଣା କରିଛନ୍ତି। ମନ୍ଦିରର ଉନ୍ନତି ନିମନ୍ତେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି…
Read More...

୩୦୦ କିଲୋଗ୍ରାମରୁ ଅଧିକ ୧୮୦୦ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ

ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ATS ସହଯୋଗରେ ସମୁଦ୍ରରେ ଏକ ଗୁପ୍ତଚର ଆଧାରିତ ଆଣ୍ଟି ନାର୍କୋଟିକ୍ସ ଜଏଣ୍ଟ ଅପରେଶନ ଚଳାଇଥିଲା। ଏହି ମିଳିତ ଅଭିଯାନରେ, ପ୍ରାୟ ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଜବତ କରାଯାଇଛି। ଏହି ଅପରେସନରେ ଉଦ୍ଧାର ହୋଇଥିବା…
Read More...