ବର ଏବଂ ବଧୂଙ୍କୁ ଉପହାର ଦେଲେ ନୀଳ ଡ୍ରମ…

ବିବାହିତ ପୁରୁଷଙ୍କୁ ଘାରିଛି ନୀଳ ଡ୍ରମ ଭୟ । କିଛିି ଦିନ ତଳେ ଉତ୍ତରପ୍ରଦେଶ ମୀରଠରେ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କାରିଥିଲା । କାରଣ ପ୍ରେମିକ ପାଇଁ ପ୍ରେମିକା ମୁସ୍କାନ ନିଜର ସ୍ୱାମୀ ସୈାରଭଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଡ୍ରମରେ ପ୍ୟାକ କରିଦେଇଥିଲା । ପରେ ଏହି ଘଟଣାକୁ ନେଇ…
Read More...

ଏପ୍ରିଲ ୨୪ ତାରିଖରେ ମହିଳାଙ୍କ ଆକାଉଣ୍ଟ କୁ ଆସିବ ଷଷ୍ଠ ପର୍ଯ୍ୟାୟ ଟଙ୍କା…

ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଅର୍ଥାତ ସୁଭଦ୍ରାର ପ୍ରଥମ ଷଷ୍ଠ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ ତାରିଖରେ ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଯିଏ ଯୋଗ୍ୟ ବିବେଚିତ…
Read More...

ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ…

ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହୋଇଛନ୍ତି ନିର୍ବାଚିତ । ରାଜ୍ୟ ପରିଷଦ ବୈଠକରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା କରାଯାଇଛି । ନବୀନ ସଭାପତି ହେବା ପରେ…
Read More...

ଶାଶୁ ଓ ଜ୍ୱାଇଁ ଘଟଣା, ଝିଅକୁ ଦାୟୀ କଲେ ମା’…

ଉତ୍ତରପ୍ରଦେଶ ଆଲିଗଡର ବହୁ ଚର୍ଚ୍ଚିତ ଶାଶୂ ଓ ଜ୍ୱାଇଁ ଘଟଣା । ଯେଉଁ ପୁଅ ସହିତ ନିଜ ଝିଅର ବାହାଘର ଠିକ କରିଥିଲେ ମା’ । ଶେଷରେ ତା ସହିତ ଫେରାର ମାରିଛନ୍ତି । ଆଲିଗଡ ମାଡ୍ରାକ ଥାନା ଅଞ୍ଚଳର ଏହି ଘଟଣା ବର୍ତ୍ଥମାନ ସମସ୍ତଙ୍କ ମୁହଁରେ । କାରଣ ଶାଶୁ ସପନା ଏବଂ ଜ୍ୱାଇଁ ରାହୁଲ ପରସ୍ପର ଏବେ…
Read More...

ଶୋରେ ପ୍ରଦ୍ୟୁମ୍ନଙ୍କ ଚରିତ୍ରର ମୃତ୍ୟୁ ପରେ ପୁଣି ଫେରିପାରନ୍ତି ପ୍ରଦ୍ୟୁମ୍ନ …

କ୍ରାଇମ୍ ଟିଭି ରିଆଲିଟି ଶୋ ଉଓଊରେ ଏସିପି ପ୍ରଦ୍ୟୁମ୍ନଙ୍କ ଚରିତ୍ରର ମୃତ୍ୟୁ ଘଟିଛି। ଏହି ଚରିତ୍ରଟି ଅଭିନେତା ଶିବାଜୀ ସାଟମ୍ ଅଭିନୟ କରିଥିଲେ। ଶୋ’ରେ ପ୍ରଶଂସକମାନେ ଏସିପି ପ୍ରଦ୍ୟୁମ୍ନଙ୍କୁ ବହୁତ ମିସ୍ କରୁଛନ୍ତି। ଏସିପି ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ପରେ, ଅଭିନେତା ପାର୍ଥ ସମଥାନ ଶୋ’ରେ…
Read More...

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ…

ଆମ କାର୍ଯ୍ୟକର୍ତ୍ତା ଆମ ପାଇଁ ଗୁରୁତ୍ଵ ପୂର୍ଣ୍ଣ। ପୂର୍ବରୁ ଥିବା ସରକାର ସବୁ ବେଳେ ନେତା ଙ୍କୁ ମନ୍ତ୍ର ଦେଉଥିବା ବେଳେ ଆମ କାର୍ଯ୍ୟକର୍ତ୍ତା ଶୃଙ୍ଖଳିତ। ଆଗାମୀ ଦିନରେ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ କଣ ରହିଲା ଭୂମିକା, କିପରି ହେବ କାମ ତାକୁ ନେଇ। ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ କିପରି…
Read More...

୨୭ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ…

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଘରେ ଇଡି । ହାଇଦ୍ରାବାଦ ୟୁନିଟ୍ କ୍ୱିଡ୍ ପ୍ରୋ କୋ ନିବେଶ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାର ଏବଂ ଡାଲମିଆ ସିମେଣ୍ଟ୍ସ (ଭାରତ) ଲିମିଟେଡ୍ (DCBL)ର ୩୭୭.୨ କୋଟି ଟଙ୍କାର…
Read More...

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରଙ୍ଗୀନ ରାସନ କାର୍ଡ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରଙ୍ଗୀନ ରାସନ କାର୍ଡ । ନୂଆ ରାସନକାର୍ଡ ବାଣ୍ଟିବେ ସରକାର । ଏନେଇ ଖାଦ୍ୟ ୍ୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଦେଇଛି । ବିଡିଓ, ମୁ୍ୟନିସପାଲ, କମିଶନର କାର୍ଡ ଇସୁ୍ୟ କରିବେ । ନୂଆ ରାସନକାର୍ଡ ତିଆରି ପାଇଁ ସମସ୍ତ ଜିଲ୍ଲପାଳଙ୍କୁ ନିଦେ୍ର୍ଦଶ…
Read More...

ଆଗାମୀ ଶୁଣାଣି ଯାଏ ଓ୍ୱାକ୍‌ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍‌

ନୂଆଦିଲ୍ଲୀ-: ୱାକ୍‌ଫ ବୋର୍ଡରେ ଅଣମୁସଲିମ୍‌ ନିଯୁକ୍ତି ଉପରେ ରୋକ୍ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ। ‘ୱାକ୍‌ଫ ବାଏ ଡିଡ୍‌’ ଓ ‘ୱାକ୍‌ଫ ବାଏ ୟୁଜର’ରେ ନିଯୁକ୍ତି ମନା। ୭ ଦିନ ଭିତରେ ଜବାବ ରଖିବାକୁ ସଲିସିଟର ଜେନେରାଲ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ…
Read More...

ଓଡ଼ିଶାକୁ ୪ହଜାର କୋଟିର ଭେଟି : ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି

ଭୁବନେଶ୍ବର-: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିଛନ୍ତି । ଯାହାଫଳରେ ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି…
Read More...