ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ହତ୍ୟା ଧମକ…

ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ପହଲଗାମ ସହର ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଥରହର ହେବା ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ 'ଆଇଏସଆଇଏସ କାଶ୍ମୀର' ପକ୍ଷରୁ ହତ୍ୟା ଧମକ ମିଳିଛି। ଇ-ମେଲ ମାଧ୍ୟମରେ ଗମ୍ଭୀରଙ୍କୁ ଧମକ ମିଳିଛି । ଯେଉଁଥିରେ…
Read More...

ପାକିସ୍ତାନ ନାଗରିକଙ୍କୁ ଭାରତ ଆସିବା ପରେ ରୋକ ଲଗାଇଛନ୍ତି ସରକାର

ପ୍ରାୟ ଦୁଇ ଘଣ୍ଟା ଧରି ସିସିଏସ୍‌ ବୈଠକ ପରେ ପାକିସ୍ତାନକୁ ନେଇ କଡ଼ା ନିଷ୍ପତ୍ତି ନେଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସିସିଏସ୍‌ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଛି । ବୈଠକରେ…
Read More...

ଗ୍ରାମୀଣ ଡାକ ସେବକ ନିଯୁକ୍ତି ଠକେଇ ମାମଲାରେ ସିବିଆଇର ତଦନ୍ତ

ଭୁବନେଶ୍ୱର-: ଗ୍ରାମୀଣ ଡାକ ସେବକ (ଜିଡିଏସ ) ନିଯୁକ୍ତି ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଓଡ଼ିଶାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ।  କେନ୍ଦ୍ରୀୟ ଏଜେନ୍ସିର ଅନେକ ଦଳ ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, କେଉଁଝର ଏବଂ ବଲାଙ୍ଗୀରର୧୨ ଟି ଭିନ୍ନ ଭିନ୍ନ…
Read More...

ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ସୁଲତା ଦେଓ

ଭୁବନେଶ୍ୱର-: ପୁଣି ତେଜିଲା ଓ୍ୱକଫ ଚର୍ଚ୍ଚା। କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା କହିଥିଲେ। ଯାହା ପରେ ଉଠିଥିଲା ବିବାଦ। ବିଜେଡି ଦୁଇ ଫାଳ ହୋଇଯାଇଥିବା ଚର୍ଚ୍ଚା ହେଲା। କିଛି ଦିନ ତଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ୍ୱକଫ…
Read More...

ଅଙ୍ଗନୱାଡି ସୁପର୍‌ଭାଇଜର୍‌ଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ

ଭୁବନେଶ୍ବର:  କ୍ୟାବିନେଟ୍‌ରେ  ବୁଧବାର ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହୋଇଛି । ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା  ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି, ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ…
Read More...

ପଞ୍ଚାୟତିରାଜ ଦିବସରେ ଯୋଗଦେବେ ମନ୍ତ୍ରୀ ଓ ସାଂସଦ

ଜାତୀୟ ପଞ୍ଚାୟତିରାଜ ଦିବସ, ୨୦୨୫ ୨୪.୦୪.୨୦୨୫ ରେ ପାଳନ କରାଯିବ। ଏହା ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟସ୍ତରୀୟ ଉତ୍ସବ ପୁରୀରେ ଅନୁଷ୍ଠିତ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ଅବସରରେ ଯୋଗଦେବେ। ଜାତୀୟ ପଞ୍ଚାୟତିରାଜ ଦିବସ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସମାନ ଦିନରେ ପାଳନ କରାଯିବ।…
Read More...

କେବଳ ପ୍ରିଲିମରେ କପି କରି ଧରାପଡିଥିବା ୯ ଜଣ ମେନ ଦେଇପାରିବେନି

RI, ଅମିନ ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀ ପ୍ରଲିମ ପାସ୍ କରିଛନ୍ତି । RI, ICDS ସୁପର ଭାଇଜର, ARI, ଅମିନ ପରୀକ୍ଷା ଦେଇଥିବା ସମସ୍ତେ ପାସ । ଏନେଇ osssc ପକ୍ଷରୁ ଜାରି ହେଲା ସୂଚନା । ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମ । ପ୍ରିଲିମନାରୀ ପରୀକ୍ଷା…
Read More...

ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା

ଭୁବନେଶ୍ୱର-: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା । ୨୦ଟି ନୂଆ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହେବ ଏନଏସି । ଏନେଇ ସୂଚନା…
Read More...

ପହଲଗାମ ଆତଙ୍କୀ ଆକ୍ରମଣ ପରେ ରାଗରେ ବିସିସଆଇ…

କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ କମ୍ପୁଛି । କ୍ରୀଡ଼ା ଜଗତ ମଧ୍ୟ ଏଥିରୁ ଅସ୍ପୃଶ୍ୟ ନୁହେଁ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ନୀରଜ ଚୋପ୍ରା ପର୍ଯ୍ୟନ୍ତ ସମସ୍ତେ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଆକ୍ରମଣର ସୂତ୍ର ପାକିସ୍ତାନ ସହ ଯୋଡା ହେଉଛି।…
Read More...

ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ

ଜମ୍ମୁ-କାଶ୍ମୀର-: ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ବୁଧବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି । ଆକ୍ରମଣକାରୀ ଆତଙ୍କବାଦୀ ଏବଂ…
Read More...