ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଗଲେ ୨ ଜଣ ଯୁବକ

ବାଲିପାଟଣା : ବାଳକାଟି ସାଇଫନ୍ ଠାରେ ଭାର୍ଗବୀ ନଦୀରେ ବୁଡ଼ିଗଲେ ୨ ଜଣ ଯୁବକ । ଦୁର୍ଘଟଣାର ସଠିକ୍‌ କାରଣ ଜଣାପଡ଼ି ନଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ଖସି ପଡ଼ି ନିଖୋଜ ହୋଇଯାଇଥିଲେ । ଦମକଳ ବାହିନୀ ସହାୟତାରେ ଖୋଜାଖୋଜି କରି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ…
Read More...

ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ‌ଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଡବଲ ମର୍ଡର । ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ​‌ଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ ।…
Read More...

୪ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ରାକ୍ଷସ ମାମୁଁ

ଗଞ୍ଜାମ-: ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରି ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ କାଳିଆ ନାହାକକୁ ପୋଲିସ ଗିରଫ…
Read More...

ଆତଙ୍କବାଦୀଙ୍କ ଶିକାର ହୋଇଥିବା ୨୬ ଜଣ ଭାରତୀୟ ପର୍ୟ୍ୟଟକ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା…

ସୋନପୁର-ଆଜି ମନମୁଣ୍ଡା ଶୈବ ପୀଠ ଠାରେ ସ୍ଵଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ତରଫ ରୁ ସ୍ୱଚ୍ଛତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଙ୍କ ଶିକାର ହୋଇଥିବା ୨୬ ଜଣ ଭାରତୀୟ ପର୍ୟ୍ୟଟକ ତଥା ନାଗରିକଙ୍କ ସ୍ମୃତି ଉଦ୍ଦେଶ୍ୟ ଏକ ଶ୍ରଦ୍ଧାଞ୍ଜଳି ସଭା…
Read More...

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୧ ତମ ମନ କି ବାତ କାର୍ୟ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ସେବା ସମବାୟ ସମିତି ପରିସରରେ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୧ ତମ ମନ କି ବାତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ସେନା ବାହିନୀ ଭଳି କୃଷି କ୍ଷେତ୍ରରେ କାର୍ୟ୍ୟ କରୁଥିବା ଚାଷୀ ଭାଇ ମାନଙ୍କର ଦେଶ ପାଇଁ ବେଶ ଅବଦାନ ରହିଛି ।…
Read More...

ଦିଲ୍ଲୀଠାରୁ ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ଆରସିବି

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ (ଡିସି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ସିଜନରେ ପ୍ରଥମ ରାଉଣ୍ଡ ଲଢେଇରେ ଉଭୟ ଦଳ ବେଙ୍ଗାଲୁରୁରେ ଆମ୍ନାସାମ୍ନି ହୋଇଥିଲେ । ଦିଲ୍ଲୀ ୬ଟି…
Read More...

ପାକିସ୍ତାନରୁ ଆସି ଭାରତରେ ଥିବା ନାଗରିକଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ-: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । ପାକିସ୍ତାନରୁ ଆସି ଭାରତରେ ଥିବା ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । LTV (ଲଙ୍ଗ ଟର୍ମ ଭିସା) ରେ ଥିବା ପାକିସ୍ତାନୀ ହିନ୍ଦୁଙ୍କର ଭିସା ରଦ୍ଦ ହେବନି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ,…
Read More...

୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଠାବ କଲେ ଯବାନ

ମାଲକାନଗିରି-: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ପୁଣି ଏକ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ସୁକମା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ବଡ଼ ବଙ୍କର ନିର୍ମାଣ କରାଯାଇଥିଲା । ୫ ଦିନ ଧରି ସର୍ଚ୍ଚ ଅପରେସନ…
Read More...

ଶୁଣିଲେନି ପ୍ରଶାସନ, ତେଲ ବ୍ରିଜର ଖାଲକୁ ପୋତିଲେ ସ୍ବେଛାସେବୀ ସଂଗଠନ…

ସୁବର୍ଣ୍ଣପୁର- (ଓମ୍ ପ୍ରକାଶ ମିଶ୍ର) ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡ଼ିଥିବା ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବଲାଙ୍ଗୀର ରାସ୍ତା ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜ ର ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ ବ୍ରିଜ ର ଉଭୟ ପଟ ରେ ଅନେକ ଗାତ ହୋଇ ପଡିଛି । ଯା ଦ୍ବାରା…
Read More...

ପୁଣି ବୌଦ୍ଧ ଜିଲ୍ଲାରେ ମାଓ ଡମ୍ଫ ଠାବ, ବିପୁଳ ମାଓ ସାମଗ୍ରୀ ଜବଦ…

ମାଓବାଦୀ ଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ମାତାକୁପା ଜଙ୍ଗଲ। ପୁଣି ବୌଦ୍ଧ ଜିଲ୍ଲା ରେ ମାଓ ଡମ୍ଫ ଠାବ, ବିପୁଳ ମାଓ ସାମଗ୍ରୀ ଜବଦ । ଓଡିଶା ପୋଲିସ ମହାନିର୍ଦେଶକ,ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନକ୍ସଲ ବିରୋଧୀ ଅଭିଯାନ ବର୍ତମାନ ଜାରି ରହିଥିବା ବେଳେ  ଏହି ଆଧାରରେ ଏକ ନିର୍ଭରଯୋଗ୍ୟ…
Read More...