ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା ଭାରତ

ନୂଆଦିଲ୍ଲୀ-: ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା ଭାରତ । ପାକିସ୍ତାନକୁ ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଘୋଷଣା କରିବା ପାଇଁ କୂଟନୈତିକ ଭାବରେ କାମ କରିବାର ଦାବି ବୃଦ୍ଧି ପାଉଥିବାବେଳେ ଜାତିସଂଘ ବୈଠକରେ ଭାରତ ରାଷ୍ଟ୍ରଦୂତ ଯୋଜନା ପଟେଲ କହିଛନ୍ତି ପାକିସ୍ତାନ ଆତଙ୍କବାଦକୁ ସମର୍ଥନ…
Read More...

ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

ଗଜପତି-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସୀମାଦ୍ରୀ ଆପନା ଫଙ୍କନ୍ସନ ହଲ ପରିସରରେ  ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ସିନିୟର…
Read More...

ଖୁବଶୀଘ୍ର ନବ ଦାସ ହତ୍ୟା ମାମଲାର ଫାଇନାଲ୍ ରିପୋର୍ଟ ଦାଖଲ ହେବ

ଭୁବନେଶ୍ବର-: ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ସାକ୍ଷୀଙ୍କୁ ଦ୍ବିତୀୟ ଥର ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରାଯାଇଛି । ଯେଉଁମାନଙ୍କର ଏଥିରେ ନାଁ ବାହାରିଛି ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପରିବାର ଲୋକେ ଯେଉଁ ଅଭିଯୋଗ…
Read More...

କାଲି ଭାରତକୁ ଧମକ ଦେଉଥିଲେ, ଆଜି ଛାନିଆରେ ଦେଶ ଛାଡ଼ିଲେ

ବ୍ୟୁରୋ-: କାଲି ଧମକ ଦେଉଥିଲେ, ଆଜି ଦେଶ ଛାଡ଼ିଲେ । ଭାରତର ଯୁଦ୍ଧାଭ୍ୟାସ ଦେଖି ଛାନିଆ ହୋଇପଡ଼ିଥିବା ପାକ୍ ନେତାମାନେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି । ପାକ୍ ସେନାଧ୍ୟକ୍ଷ ଆସିଫ ମୁନିର ସପରିବାର ଦେଶ ଛାଡ଼ି ପଳାଇଥିବାବେଳେ ଏବେ ଭାରତକୁ ଧମକ ଦେଇଥିବା…
Read More...

ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍

ବ୍ୟୁରୋ-: ଅନ୍ଧାରରେ ଅଧା ୟୁରୋପ । ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍ ହେବା ନେଇ ଖବର ଆସିଛି । ୟୁରୋପୀୟ ଦେଶ ସ୍ପେନ ଏବଂ ପର୍ତ୍ତୁଗାଲରେ ବଡ଼ ଧରଣର ବିଦ୍ୟୁତ କାଟ ହୋଇଥିବା ରିପୋର୍ଟ ମିଳିଛି । ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ…
Read More...

ପହଲଗାମ ଆତଙ୍କୀ ହମଲା ପରେ ସୋ ବାତିଲ କଲେ ଆମେରିକୀୟ କମେଡିଆନ…

ଜାମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ହେବାକୁ ଥିବା ସୋ ବାତିଲ କଲେ ଅମେରିକୀୟ କମେଡିଆନ । କମେଡିଆନ କେଭିନ ହାର୍ଟ ଆସନ୍ତା ୩୦ ଏପ୍ରିଲରେ ଦିଲ୍ଲୀରେ ହେବାକୁ ଥିବା ତାଙ୍କ ସୋ ବାତିଲ କରିଛନ୍ତି । ସେ କାଶ୍ମୀରର ପହଲଗାମରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପରେ ବାତିଲ କରିଛନ୍ତି।…
Read More...

ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିନେଲେ ଚାଷୀ

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅଧିକାରୀମାନେ ପଞ୍ଜାବ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଯୁଦ୍ଧ…
Read More...

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ-:  ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ଷ୍ଟ୍ରିମିଂକୁ ନିଷେଧ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏକ ଆବେଦନ ଉପରେ ଶୁଣାଣିକରି ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ଠାରୁ ଜବାବ ଲୋଡିଛନ୍ତି । ଏହି ମାମଲାଟି ବିଚାରପତି ବି.ଆର୍. ଗୱାଇ…
Read More...

ପୃଥିବୀର ଭୂସ୍ବର୍ଗର ଚମକ ଏବେ ଉଭାନ ହୋଇଯାଇଛି

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କାଶ୍ମୀର ପର୍ଯ୍ୟଟନ ଶିଳ୍ପକୁ ବଡ ଧକ୍‌କା । ଗତ ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ଜମ୍ମୁ କାଶ୍ମୀର ଯିବାକୁ ଆଉ ଇଚ୍ଛା ପ୍ରକାଶ କରୁ ନାହାନ୍ତି ପର୍ଯ୍ୟଟକ । ଗତ ୧୦ ଦିନ ମଧ୍ୟରେ ୯୦ ପ୍ରତିଶତ ପର୍ଯ୍ୟଟକ ବୁକିଂ ବାତିଲ କରିସାରିଲେଣି ।…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ‘ହୁଆୱେଇ ଫୋନ୍’ର ବ୍ୟବହାର…

ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, NIA ଦଳ ଏହି ଘଟଣାର ତଦନ୍ତ କରୁଛି। ଏହି ସମୟରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ସନ୍ଦିଗ୍ଧ 'ହୁଆୱେଇ ସାଟେଲାଇଟ୍ ଫୋନ୍'ର ଗତିବିଧିକୁ ଟ୍ରାକ୍ କରିଛନ୍ତି। ଯାହା ଘଟଣା ସମୟରେ ସେହି ସ୍ଥାନରେ ଥିଲା।…
Read More...