ପହଲଗାମ ଆତଙ୍କବାଦୀ ଆକ୍ରମଣରେ ‘ହୁଆୱେଇ ଫୋନ୍’ର ବ୍ୟବହାର…

ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, NIA ଦଳ ଏହି ଘଟଣାର ତଦନ୍ତ କରୁଛି। ଏହି ସମୟରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ସନ୍ଦିଗ୍ଧ 'ହୁଆୱେଇ ସାଟେଲାଇଟ୍ ଫୋନ୍'ର ଗତିବିଧିକୁ ଟ୍ରାକ୍ କରିଛନ୍ତି। ଯାହା ଘଟଣା ସମୟରେ ସେହି ସ୍ଥାନରେ ଥିଲା।…
Read More...

ଉଚ୍ଚ କୋଟିର ଅଭିନୟ ପାରଦର୍ଶିତା ପାଇଁ ପଦ୍ମ ଭୂଷଣରେ ସମ୍ମାନିତ ହେଲେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଜିତ କୁମାର

ନୂଆଦିଲ୍ଲୀ: ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଜିତ କୁମାର। ତାଙ୍କର ଉତ୍କୃଷ୍ଟ ଅଭିନୟ କ୍ୟାରିୟର ପାଇଁ ସୋମବାର ଅଭିନେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ ଅଜିତ କୁମାରଙ୍କୁ ତାଙ୍କ ପତ୍ନୀ ଶାଳିନୀ, ଝିଅ ଅନୁଷ୍କା ଓ ପୁଅ…
Read More...

ଏନ୍‌ଆଇଏ ଟିମ୍‌ ଆକ୍ରମଣ ସ୍ଥଳରେ ରହି ତଥ୍ୟପ୍ରମାଣ ସଂଗ୍ରହ କରୁଛି

ନୂଆଦିଲ୍ଲୀ-: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ଵ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ପୀଡ଼ିତଙ୍କ ବୟାନ ରେକର୍ଡ ଜାରି ରହିଛି।…
Read More...

ଜାତୀୟ ଚିହ୍ନ ଅଶୋକସ୍ତମ୍ଭର ଅପବ୍ୟବହାରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ଜାତୀୟ ଚିହ୍ନ ଅଶୋକସ୍ତମ୍ଭର ଅପବ୍ୟବହାରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନକୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ଠାରେ ଏହାର ଅପବ୍ୟବହାର…
Read More...

ଆମେ ବନ୍ଧୁକ ମାଧ୍ୟମରେ ଆତଙ୍କବାଦକୁ ନିୟନ୍ତ୍ରଣ କରିପାରିବା, କିନ୍ତୁ ସମାପ୍ତ କରିପାରିବୁ ନାହିଁ…

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ୨୬ ଜଣ ପର୍ୟ୍ୟଟକଙ୍କ ନାମ ନେଇଥିଲେ। ସେ କହିଛନ୍ତି ଉତ୍ତରରୁ…
Read More...

ଗଛରେ ଚଢ଼ି ଭିଡିଓ କରିଥିଲେ ଫଟୋଗ୍ରାଫର…

ଜାମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରିମଧ୍ୟରେ ଜଣେ ଫଟୋଗ୍ରାଫର ଭିଡିଓରୁ ତଦନ୍ତକାରୀ ସଂସ୍ଥାକୁ ପ୍ରମାଣ ମିଳିଛି । ବୈସାରଣରେ ପର୍ୟ୍ୟଟକଙ୍କ ପାଇଁ ରିଲ୍ ସୁଟିଂ କରିଥିବା ଜଣେ ସ୍ଥାନୀୟ ଭିଡିଓଗ୍ରାଫର ଜାତୀୟ ତଦନ୍ତ ସଂସ୍ଥା (NIA)…
Read More...

ପାକିସ୍ତାନ ସୀମା ନିକଟରେ ଘାତକ ଅର୍ଜୁନ ଟ୍ୟାଙ୍କର ସାମରିକ ଅଭ୍ୟାସ

ନୂଆଦିଲ୍ଲୀ-: ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡ଼କୁ ଆସିଛି। ଏନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୈସରନ ଉପତ୍ୟକାର ଆତଙ୍କବାଦୀଙ୍କୁ ନିପାତ କରାଯିବ। ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି…
Read More...

ଭାରତ କେବଳ ପାକିସ୍ତାନକୁ ଦୋଷ ଦିଏ- ପାକିସ୍ତାନୀ କ୍ରିକେଟର…

ଭାରତ ବିରୋଧରେ ବିଷ ଓଗାଳିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦ୍ । ଜାମ୍ମୁକାଶ୍ମୀରେ ଭାରତୀୟ ପର୍ଯ୍ୟଟଙ୍କ ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଲେ । କହିଲେ ଭାରତ ନିଜ ଲୋକଙ୍କୁ ହତ୍ୟା କରୁଛି । କାରଣ ଆତଙ୍କବାଦୀ ମାନେ ପହଲଗାମରେ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ହତ୍ୟା କରି…
Read More...

ଇମେଲ ମାଧ୍ୟମରେ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ

ତିରୁବନନ୍ତପୁରମ: ରବିବାର ଦିନ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା ​​ବୋଲି ଅଧିକାରୀମାନେ ରବିବାର କହିଛନ୍ତି । ବମ୍ ସ୍କ୍ବାଡ୍ ସମସ୍ତ ଟର୍ମିନାଲଗୁଡ଼ିକରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି । ବିଭିନ୍ନ ହୋଟେଲକୁ ସିରିଜ୍ ବୋମା ଧମକ…
Read More...

ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସଙ୍କ ଉପରେ ୨୧୬ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
Read More...