ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ

ଢେଙ୍କାନାଳ-: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ  ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ଏକକାଳୀନ ୬ଟି…
Read More...

ପାକିସ୍ତା କ୍ରିକେଟର ଅଫ୍ରିଦଙ୍କୁ ଶିଖର ଧାୱନଙ୍କ କଡା ଜବାବ୍…

କାର୍ଗିଲରେ ମଧ୍ୟ ତୁମେ ଏହି ସେନା ଦ୍ୱାରା ପରାସ୍ତ ହୋଇଥିଲ। ତୁମେ ପୂର୍ବରୁ ଏତେ ତଳକୁ ଖସିଯାଇଛ, ଆଉ କେତେ ତଳକୁ ଯିବ? ଅନାବଶ୍ୟକ ମନ୍ତବ୍ୟ ଦେବା ପରିବର୍ତ୍ତେ, ତୁମର ଦେଶର ପ୍ରଗତି ଉପରେ ଧ୍ୟାନ ଦେବା ଭଲ। ସୋସିଆଲ ମିଡିଆରେ ପାକିସ୍ତାନ କ୍ରିକେଟରଙ୍କୁ ଏପରି କିଛି କହି ଚର୍ଚ୍ଚାରେ ପୂର୍ବତନ…
Read More...

ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କଲେ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି

ନୂଆଦିଲ୍ଲୀ-: ପହଳଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି । ପହଲଗାମ ପ୍ରସଙ୍ଗରେ କଂଗ୍ରେସର କେତେକ ବରିଷ୍ଠ ନେତା ପାକିସ୍ତାନ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଥିବାବେଳେ ଓୱେସୀ କଠୋର…
Read More...

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି…

ଭୁବନେଶ୍ୱର-: ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ତାଗିଦ୍ କରି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ଏବଂ ଏହି ଯୋଜନା ଅନ୍ତର୍ଗତ…
Read More...

ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ରାଡାର ସିଷ୍ଟମ ଘୁଞ୍ଚାଇଲା ପାକିସ୍ତାନ

ଶ୍ରୀନଗର-: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ନିଜର…
Read More...

ସୁରକ୍ଷା ଉଦ୍ଦେଶ୍ୟରେ ସରକାର ସ୍ପାଏୱେୟାର ବ୍ୟବହାର କରିବାରେ କିଛି ଭୁଲ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ-: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ ସ୍ପାଏୱାୟାର ବ୍ୟବହାର କରୁଛି, ତେବେ ଏଥିରେ କିଛି ଭୁଲ ନାହିଁ । ମଙ୍ଗଳବାର ଏହି ମାମଲାର…
Read More...

କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି

ଭୋପାଳ-: ମଧ୍ୟପ୍ରଦେଶର ସିଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି । ଫଳରେ କୁନୋ ପାର୍କରେ ଚିତାଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଚିତା ଶାବକଙ୍କ ଜନ୍ମକୁ ନେଇ କୁନୋ ପାର୍କରେ ଚିତାଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ…
Read More...

ବନ୍ଦ ହୋଇଛି ୪୮ଟି ପର୍ଯ୍ୟଟନ ସ୍ଥଳ…

ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ବନ୍ଦ ହୋଇଛି ୪୮ଟି ପର୍ଯ୍ୟଟନ ସ୍ଥଳ । ବୈସରନରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ସୁରକ୍ଷା ଚିନ୍ତା ମଧ୍ୟରେ ଗୋଟିଏ ସପ୍ତାହ ପରେ ସରକାର ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବଡଗାମର ଦୁଧପତ୍ରି ଏବଂ ଅନନ୍ତନାଗର ଭେରିନାଗ ଭଳି ଅନେକ ପର୍ୟ୍ୟଟନ…
Read More...

୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର

ଓଟାୱା-: କାନାଡ଼ାରେ ଗତ ୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କାନାଡ଼ାରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବଂଶିକାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି । ବଂଶିକାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି, ତେଣୁ ତାଙ୍କୁ ହତ୍ୟା କରାଯାଇଥିବା…
Read More...

ପାକିସ୍ତାନୀ ସେନାର ସ୍ପେଶାଲ ଫୋର୍ସ କମାଣ୍ଡୋ ଥିଲା ପହଲଗାମ ଆକ୍ରମଣ ଆତଙ୍କବାଦୀ

ନୂଆଦିଲ୍ଲୀ-: ପାକିସ୍ତାନ ସେନା ହିଁ ଆକ୍ରମଣ କରିଥିବା ତଥ୍ୟ ଗୁଇନ୍ଦା ବିଭାଗକୁ ମିଳିଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ  ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ…
Read More...