ଆଉ ଠକାମୀର ହେବେନି ଶିକାର! ଏବେ ମାତ୍ର କିଛି ସେକେଣ୍ଡରେ ଚିହ୍ନିପାରିବେ AI ଭିଡିଓ-ଫଟୋ
ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି। ପ୍ରତିଦିନ, ଆମ ମୋବାଇଲ୍ ସ୍କ୍ରିନରେ ଅଗଣିତ ଭିଡିଓ, ଫଟୋ ଏବଂ ପୋଷ୍ଟ ଦେଖିଥାଉ। କେତେବେଳେ ଜଣେ ନେତା ଏକ ଅଜବ ବୟାନ ଦେଉଥିବା ଦେଖାଯାଏ ତ କେତେବେଳେ ଜଣେ ସେଲିବ୍ରିଟିଙ୍କ ଭିଡିଓ ଦେଖାଯାଏ ଯାହା ଅବିଶ୍ୱସନୀୟ। ସବୁକିଛି…
Read More...
Read More...