ମୁମ୍ବାଇ : ନଓ୍ବାବ ମଲ୍ଲିକଙ୍କ ସମ୍ବେଦନଶୀଳ ବୟାନ । ଆର୍ୟାନ ଖାନଙ୍କୁ ଅପହରଣ କରାଯାଇଥିଲା । ମୋହିତ କମ୍ବୋଜ ଓ ସମୀର ଓ୍ବାନଖେଡେ ମିଶି ବଟି ଆଦାୟ ପାଇଁ ଆର୍ୟାନ ଖାନଙ୍କୁ ଫସାଇଥିଲେ । ପୂର୍ବରୁ ୧୧୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନିତୀରେ ସାମିଲ ଥିବା ବିଜେପିର ପୂର୍ବ ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ମୋହିତ କମ୍ବୋଜ ଙ୍କ ସଳା ଋଷଭ ସଚଦେବ । ଯାହାଙ୍କ ଦ୍ୱାରା ଆର୍ୟାନ ଖାନକୁ କ୍ରୁଜ ସିପକୁ ଆସିବା ପାଇଁ ସୁନିୟଜିତ ଷଡଯନ୍ତ୍ର ରଚା ଯାଇଥିଲା ।