ସୁରକ୍ଷିତ ଏବଂ ଶୃଙ୍ଖଳିତ ବିସର୍ଜନ ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା

ସୁରକ୍ଷିତ ଏବଂ ଔପଚାରିକ ଭାବେ ମୂର୍ତ୍ତି ବିସର୍ଜନ ପାଇଁ  ଭୁବନେଶ୍ଵର ମହାନଗର ନିଗମ ତରଫରୁ ଚାରି ଗୋଟି ଅସ୍ଥାୟୀ ପୋଖରୀ କରାଯାଇଛି । ଏହି  ସ୍ଥାନ  ମାନଙ୍କରେ  ଆଲୋକ  ବ୍ୟବସ୍ଥା,  ଜେସିବି,  ସହାୟକ ଲୋକବଳ,  ମୂର୍ତ୍ତି ଅବଶେଷ ପୋଖରିରୁ କାଢି  ପୃଥକ  କରିବା  ବ୍ୟବସ୍ଥା, ଜମା  ହୋଇଥିବା ବର୍ଜ୍ୟବସ୍ତୁ କୁ ବୋହି ଆଣିବା, ତଦାରଖ କାରୀ  ଇଞ୍ଜିନିୟର ରହିଛନ୍ତି ।  ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ  କରିବାକୁ ବି  ଏମ୍  ସି  ତରଫରୁ ବ୍ୟବସ୍ଥା ।