ସରକାର ଆସିଲା ପରେ ବିମାନ ସିଧା ଉଡାଣ ବିଦେଶକୁ ହେଲା ବିଦେଶରେ ଉତ୍ପାଦ ବିକ୍ରି ହେଲା

ଓଡ଼ିଶାରେ ମୁଖ୍ୟ ଚାଷ ଧାନ । ସରକାର ଆସିଲା ପରେ ବିମାନ ସିଧା ଉଡାଣ ବିଦେଶ କୁ ହେଲା ଆଉ ବିଗତ ୬ ମାସରେ ବିଦେଶକୁ ଉତ୍ପାଦନ ଫଳ ବିକୁଛୁ । ପାସେଞ୍ଜର ଫ୍ଲାଇଟ ରେ ନେଉଛୁ । କାଗ୍ରୋ ଫ୍ଲାଇଟ ପାଇଁ କୃଷି ମନ୍ତ୍ରୀ ଙ୍କୁ ଅନୁରୋଧ କଲେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ । ଓଡ଼ିଶାରେ ଷ୍ଟ୍ରବେରୀ ଚାଷ ହେବ ଆମେ ଭାବିନଥିଲୁ । ଦିଲ୍ଲୀ ରେ ମିଳୁଥିବା ଷ୍ଟବେରୀ ଠାରୁ ଆମ ଷ୍ଟାବେରୀ ବହୁତ ମିଠା । କେନ୍ଦ୍ର କୃଷି ମନ୍ତ୍ରୀ ଙ୍କୁ ଓଡ଼ିଶାର ଷ୍ଟାବେରୀ ଦେବା ପାଇଁ କହିଲେ ଉପ ମୁଖ୍ୟମନ୍ତ୍ରୀ । ରିଲାନ୍ସ ଫ୍ରେସ ରେ ମିଳୁଥିବା ଡ୍ରାଗନ ଫୁଡ ଠାରୁ ମୁଁ ଚାଷ କରୁଥିବା ଡ୍ରାଗନ ଭଲ ଜ୍ଝ ମୁଖ୍ୟମନ୍ତ୍ରୀ ଏ ବର୍ଷ ସମସ୍ତ ଙ୍କୁ ଖୋଇ ଖୋଇ ସାରିଦେଲେ ମୋ ଡ୍ରାଗନ । ରଥଯାତ୍ରା ପାଇଁ କୃଷି ମନ୍ତ୍ରୀଙ୍କୁ ନିବେଦନ କଲେ କୃଷି ମନ୍ତ୍ରୀ ଜ୍ଝ ସବୁ ବର୍ଷ ଆମକୁ ବ୍ଲାକ ମେଲ ର ଶିକାର ହେବାକୁ ପଡୁଛି । ସେଥିରୁ ବର୍ତ୍ତୀଵା ପାଇଁ ଏବର୍ଷ ପଞ୍ଜାବ ଓ ଉତ୍ତର ପ୍ରଦେଶ ରୁ ଆଳୁ ବିହନ ଆଣି ଚାଷୀ ଙ୍କୁ ଦେଇଛୁ ୧୨ ହଜାର ୩୫୦ ହେକ୍ଟର ଜମିରେ ଆଳୁ ଚାଷ ହେଉଛି । ଏବର୍ଷ ଓଡ଼ିଶାରେ ଆଳୁର ଅଭାବ ରହିବ ନାହିଁ । ୮୯ ଟି ଶୀତଳ ଭଣ୍ଡାର ପାଇଁ ଆବେଦନ ଆସିଛି । କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ରବି ଧାନ କିଣିବେ ସରକାର ।