ବଲାଙ୍ଗୀର ଦେଓଗାଁ ବ୍ଲକ ଉପରଝର ଘାଟିରେ ଦୁର୍ଘଟଣା…

ଗତରାତିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଘାଟିରେ ଘଟିଛି ଦୁର୍ଘଟଣା । ଗୋଟିଏ ବାଇକରେ ମହଲେଇ ଗ୍ରାମର ଜିତେନ୍ଦ୍ର ଦିଶ୍ରୀ ଓ ଶଙ୍କର ବଙ୍କା ଥିଲେ ଓ ଅନ୍ୟ ପଟୁ ପାଣ୍ଡେଲ ଗ୍ରାମର ରାଧୁ ନାଗ ସହିତ ମୁହାଁମୁହିଁ ଦୁର୍ଘଟଣା ଘଟିଛି । ଏହି ମର୍ମାନ୍ତୁଦ ଘଟଣାରେ ପାଣ୍ଡେଲ ଗ୍ରାମର ରାଧୁ ନାଗର ମୃତ୍ୟୁ ହୋଇଛି । ଆସନ୍ତା କାଲି ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବିବେଚ୍ଛଦ ହେବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।