(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବାଲେଶ୍ୱର ରେ ଘଟିଛି ଦୁଃଖଦ ଘଟଣା । ଭ୍ୟାନ ଧକ୍କାରେ ମାଆ , ଝିଅ ମୃତ ବାପା ଗୁରୁତର । ବାଲେଶ୍ୱର ଏନଏଚ ୬୦ ରୁପସା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଭ୍ୟାନ । ଘଟଣା ସ୍ଥଳରେ ମା ସହ ୧୪ ବର୍ଷିୟ ଝିଅ ର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ବାପା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଉତ୍ୟକ୍ତ ଲୋକ୍କ ରାସ୍ତରୋକ । ଘଟଣା ସ୍ଥଳରେ ପୋଲିସ ମୁତୟନ ।