ବଇଣ୍ଡାରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ବଇଣ୍ଡାରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ । କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକ ପଡା ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ୮୭ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା। ଏଥିରେ ଶ୍ରୀରାମ ମନ୍ଦିର କମିଟି ଓ ଆଠମଲ୍ଲିକ ସ୍ବାସ୍ଥ୍ୟ କେନ୍ଦ୍ର ର ଡ଼ କୁମାର ସୌରଭ ସବ୍ୟସାଚୀ ଓ ସମସ୍ତ କର୍ମ ଚାରି ସକ୍ରିୟ ଅଂଶଗ୍ରହଣ କରି ରକ୍ତ ଦାନ ଏକ ମୋହତ୍ ଦାନ କହି ଆସ ଆମେ ମିଶି ରକ୍ତ ଦାନ କରିବା ଓ ଅନ୍ୟର ଜୀବନ ବଞ୍ଚିବାରେ ସପତ୍ ନେବାରେ ଏକ ବାର୍ତ୍ତା ଦେଇଥିଲେ ।