ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର,ଅଳ୍ପକେ ବଞ୍ଚିଗଲା ଦୁଇଜଣଙ୍କ ଜୀବନ…

ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର,ଅଳ୍ପକେ ବଞ୍ଚିଗଲା ଦୁଇଜଣଙ୍କ ଜୀବନ। ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ମାଧିପୁର ପେଟ୍ରୋଲ ପମ୍ପ ଠାରେ ଓଲଟିଲା ଖୀର ବୋଝେଇ ଟ୍ୟାଙ୍କର । ଭାରସାମ୍ୟ ହରାଇ ଧାନ ବିଲ ଭିତରକୁ ଓଲଟିଲା ଖୀର ବୋଝେଇ ଟ୍ୟାଙ୍କର। ଟ୍ୟାଙ୍କରରେ ଡ଼୍ରାଇଭର ଓ ହେଲ୍ପର ଥିବା ବେଳେ ଦୁଇଜଣକର ସାମାନ୍ୟ ଆଘାତ ଲାଗିଥିବ ସୂଚନା। ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।