ଲକ୍ଷ୍ମୀଧର ରାଉତ ଙ୍କର ଜଳଖିଆ ଦୋକାନ ରେ ଅଚାନକ ଲାଗିଲା ନିଆଁ

କଟକ-ପାରାଦୀପ ରୋଡ ଫକିରପଡ଼ା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଲକ୍ଷ୍ମୀଧର ରାଉତ ଙ୍କର ଜଳଖିଆ ଦୋକାନ ରେ ଅଚାନକ ଲାଗିଲା ନିଆଁ । ୧ ଟା ବେଳେ ଲକ୍ଷ୍ମୀଧର ରାଉତ ଦୋକାନ ବନ୍ଦ କରି ଘରକୁ ଯିବା ପରେ ଠିକ୍ ୨ ଟା ସୁଦ୍ଧା ଲାଗିଥିଲା ନିଆଁ । ଘଟଣା ସ୍ଥଳରେ ଅଗ୍ନିସମବାହିନି ପହଞ୍ଚିଲା ବେଳକୁ ଦୋକାନ ଘର ଟି ସମ୍ପୂର୍ଣ ଭାବେ ଜଳି ଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ଜଣା ପଡିନାହିଁ । ସେପଟେ ଇଲେକ୍ଟ୍ରି ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନେ୍ଦହ କରାଯାଇଛି ।