ବେଆଇନ କୋଠାବାଡି ନିର୍ମାଣ ଅଭିଯୋଗରେ ମାମଲା ରୁଜ୍ଜୁ

ରାଜଧାନୀ ଭୁବନେଶ୍ୱରରେ ବେଆଇନ କୋଠାବାଡି ନିର୍ମାଣ ଅଭିଯୋଗ । ଏନେଇ ବିଏମସି ଓ ବିଡ଼ିଏ ପକ୍ଷରୁ ୪୦୦ ମାମଲା ରୁଜ୍ଜୁ ହୋଇଛି । ଉଭୟ ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ପକ୍ଷରୁ ଏହି ମାମଲା ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।