ଚଣ୍ଡିଖୋଲ RTO ଅଫିସ ନିକଟରେ ୧୬ ନମ୍ୱର୍ ଜାତୀୟ ରାଜପଥ ରେ ଜାରକା ରୁ କଟକ ଅଭିମୁଖେ ଆଖୁ ବୋଜେଇ ଟ୍ରକ୍ ଭାରସାମ୍ୟ ହରାଇ ଓଭର ବ୍ରିଜ ରୁ ତଳ କୁ ଓଲଟି ପଡ଼ିଛି ଖବର ମିଳିବା ମାତ୍ରେ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ମେଡିକାଲ୍ ଭର୍ତି କରାଯାଇଛି ଏବଂ ଗାଡ଼ି ତଳେ କିଏ ଚାପି ହୋଇ ରହିଥାଇ ପାରନ୍ତି ତେଣୁ JCB ମେସିନ ସାହାଯ୍ୟରେ ବାହାର କରିବା ପାଇଁ ପ୍ରୟାସ ଚାଲିଛି ।