ସୁରକ୍ଷିତ ଏବଂ ଔପଚାରିକ ଭାବେ ମୂର୍ତ୍ତି ବିସର୍ଜନ ପାଇଁ ଭୁବନେଶ୍ଵର ମହାନଗର ନିଗମ ତରଫରୁ ଚାରି ଗୋଟି ଅସ୍ଥାୟୀ ପୋଖରୀ କରାଯାଇଛି । ଏହି ସ୍ଥାନ ମାନଙ୍କରେ ଆଲୋକ ବ୍ୟବସ୍ଥା, ଜେସିବି, ସହାୟକ ଲୋକବଳ, ମୂର୍ତ୍ତି ଅବଶେଷ ପୋଖରିରୁ କାଢି ପୃଥକ କରିବା ବ୍ୟବସ୍ଥା, ଜମା ହୋଇଥିବା ବର୍ଜ୍ୟବସ୍ତୁ କୁ ବୋହି ଆଣିବା, ତଦାରଖ କାରୀ ଇଞ୍ଜିନିୟର ରହିଛନ୍ତି । ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ବି ଏମ୍ ସି ତରଫରୁ ବ୍ୟବସ୍ଥା ।