ଭୁବନେଶ୍ୱର:କାଲିଠୁ ଜୁନ ୧୫ଯାଏ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର । ସଂନ୍ଧ୍ୟା ସମୟରେ ପ୍ରାୟ ୨ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଇରେ ଦେଖାଯିବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟାରିୟମ ପକ୍ଷରୁ ବ୍ୟବସ୍ଥା ହୋଇଛି ।ଏହି ଦୃଶ୍ୟ ଦେଖିବାକୁ ପ୍ଲାନେଟେରିୟମ ପକ୍ଷରୁ ସଂନ୍ଧ୍ୟା ୬ଟା୩୦ରୁ ରାତି ୮ ଟା ଯାଏ ଦେଖାଯିବାର ବ୍ୟବସ୍ଥା କରାଯାଇଛି । ପଠାଣି ସାମନ୍ତ ପ୍ଲାନେଟେରୟିମ ପକ୍ଷରୁ ଟିଲିଷ୍କୋପର ବ୍ୟବସ୍ଥା କରରାଯାଇଛି ଯାହା ସାହାଯ୍ୟରେ ଲୋକ ଅତି ନିକଟରୁୂ ଦେଖିପାରିବେ ।