ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବା ଧମକ

ଉତ୍ତର ପ୍ରଦେଶର ମୁ୍ଖ୍ୟାମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମାରିଦେବାର ଧମକ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମୁ୍ଖ୍ୟାମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମାରିଦେବାର ଧମକ ଦେଇଛନ୍ତି । ଉତ୍ତର ପ୍ରଦେଶର ଅମନ ରାଜ ନାମକ ଯୁବକ ଯୋଗୀଙ୍କୁ ଗୁଳି କରି ମାରିଦେବାର ଧମକ ଦେଇଛନ୍ତି ।ମିଳିଥିବା ସୂଚନା ମୁତାବକ, ଅମନ ଫେସ୍ବୁକରେ ଏକ ମେସେଜ୍ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ୟୁପି ପୋଲିସ ତୁରନ୍ତ ଆକ୍ସନ ମୋଡ୍କୁ ଆସି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ତଥ୍ୟ ଅନୁଜାଇ ଯୁବକ ଜଣଙ୍କ ଅଭିଯୁକ୍ତ ଅମନ ରାଜା ବାଗପତ୍ର ବାସିନ୍ଦା ।
ଅମନ ଫେସ୍ବୁକରେ ଏକ ମେସେଜ୍ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ୟୁପି ପୋଲିସ ତୁରନ୍ତ ଆକ୍ସନ ମୋଡ୍କୁ ଆସି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ୟୁପି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।