ମୁମ୍ବାଇ: ପଥର ପଞ୍ଚଲି ଫିଲ୍ମକୁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ଭାବେ ଘୋଷଣା କରାଗଲା ।ଏହି ଚଳଚ୍ଚତିର ଲେଖକ ହେଉଛନ୍ତି ସତ୍ୟଜିତ ରାୟ ।ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଫିଲ୍ମଟି ଏକ ଉପାନ୍ୟାସ ଉପରେ ଆଧାରିତ ହୋଇଥିଲା । କିମ୍ବଦନ୍ତୀ ଚଳଚ୍ଚିତ ର୍ନିମାତା ସତ୍ୟଜିତ୍ ରାୟଙ୍କ ଦ୍ୱାରା ଲିଖିତ ପଥର ପଞ୍ଚଲି ଚଳଚ୍ଚତ୍ରଟି ୧୯୯୫ ମସିହାରେ ଭାରତୀୟ ସିନେମା ତାଲିକାରେ ଶ୍ରେଷ୍ଠ ଦଶଟି ଚଳଚ୍ଚିତ୍ରରେ ଏକ ନମ୍ବର ସ୍ଥାନ ପାଇଛି । ଯାହା ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସ ଦ୍ୱାରା କରାଯାଇଥିବା ସର୍ଭେ ପରେ ଘୋଷଣା କରାଯାଇଥିଲା ।
ସୂଚନାମୁତାବକ, ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସ ଦ୍ୱାରା ଜାରି ହୋଇଥିବା ପ୍ରେସ ବିଜ୍ଞତି ଅନୁଯାୟୀ ଏହି ସର୍ଭେ ଗୁପ୍ତରେ କରାଯାଇଥିଲା । ଏହି ସର୍ଭେରେ ୩୦ ଜଣ ସଦସ୍ୟ ସାମିଲ ଥିଲେ । ତେବେ ଏହି ଫିଲ୍ମଟି ୧୯୨୯ ମସିହାରେ ବଙ୍ଗଳା ଉପନ୍ୟାସ ଉପରେ ଅଧାରିତ ଥିଲା । ରୟ ଡିରେକ୍ସନ ଫିଲ୍ମ ପଥର ପଞ୍ଚଲିର ନିଦ୍ଦେଶନା ଦିଆଯାଇଥିଲା । ଏହି ଚଳଚ୍ଚତିରେ ସୁବୀର ବାନାର୍ଜୀ, କରୁଣା ବାନାର୍ଜୀ, ଉମା ଦାସଗୁପ୍ତା , ପିନାକି ସେନାଗୁପ୍ତା ଏବଂ ଚୁନାବାଲା ଦେବୀ ପ୍ରମୁଖ ଅଭିନୟ କରିଥିଲେ