୨୦୦ କୋଟି କମାଇଲା ତାମିଲ ଫିଲ୍ମ ପୋନିୟିନ୍ ସେଲଭାନ୍

ଋିପୋର୍ଟ: ଇତିହାସ ସୃଷ୍ଟି କଲା ପୋନିୟିନ୍ ସେଲଭାନ୍ । ତାମିଲି ଚଳଚିତ୍ର ପୋନିୟିନ୍ ରିଲିଜ୍ ହେବା ଦିନଠାରୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ବୃହତ ରେକଡ୍ ସୃଷ୍ଟି କରିଛି । ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଫେରାଇ ଆଣିବାରେ ବେଶ୍ ସଫଳ ହୋଇଛି ତାମିଲି ପୋନିୟିନ୍ ସେଲଭାନ୍ । ଫିଲ୍ମ ଇଣ୍ଡଷ୍ଟିରେ ସମସ୍ତ ବକ୍ସ ଅଫିସ୍ ରେକର୍ଟ ଭାଙ୍ଗି ବର୍ତମାନ ତାମିଲନାଡୁ ବକ୍ସ ଅଫିସରେ ୨୦୦ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି ।