ଗୋପ/ଜୟନ୍ତକୁମାର ସେଠୀ : ପୁରୀ ଜିଲ୍ଲା କଣାସ ବ୍ଲକ ସିପି ଏମ ଆଇ ଏଲ ପକ୍ଷରୁ ଦୋକନ୍ଦା ମେଲଣ ପଡ଼ିଆଠାରୁ କଣାସ ବ୍ଲକ କାର୍ୟଲୟ ପର୍ୟ୍ୟନ୍ତ ୧୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ କୁ ନେଇ ବିଶାଳ ରାଲି ହୋବା ସହିତ କଣାସ ବ୍ଲକ ସମୁଖରେ ଦିର୍ଘ ସମୟ ପର୍ୟ୍ୟନ୍ତ ଗଣ ଧାରଣା ।ଏହାର ମୁକ୍ଷ୍ୟ ଉଦେଶ୍ୟ ଥିଲା ଦରଦାମ ବୃଦ୍ଧି , ଦୃନୀତି, ବେକାରୀ ସମସ୍ୟା, କଣାସ ବ୍ଲକ ରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ନିର୍ମାଣ ଶ୍ରମିକଙ୍କ ବକେୟା ପଞ୍ଜିକରଣ ସାର୍ଟିଫିକେର୍ଟ ପ୍ରଦାନ,କେନ୍ଦ୍ର ସରକାରଙ୍କ କର୍ପରେଟ ସପକ୍ଷ୍ୟ ନୀତି ଓ ଓଡିଶାରେ ବିଜୁଳିବିଭାଗକୁ ଟାଟାକୁ ବିକ୍ରି ବିରୂଧରେ ବିଡ଼ିଓ ଙ୍କ ଜରିଆରେ ମୁକ୍ଷ୍ୟ ମନ୍ତ୍ରୀ ଙ୍କ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଏହି ଦାବିପତ୍ରକୁ ବ୍ଲକ ପ୍ରାସସନ ସାତ ଦିନ ଭିତରେ ବିଚାର ନକଲେ ଆଗାମୀ ଦିନରେ ଗଣଧାରଣା ତୀବ୍ରତର କରାଯିବ ବୋଲି ପୁରୀ ଜିଲ୍ଲା ସଭାପତି ଅଶୋକ ପ୍ରଧାନ କହିଥିଲେ ।