ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂଆକରି ସାମିଲ ହେଲା ବନ୍ଦେ ଉତ୍କଳ ଜନନୀ ଏହା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି । ସାହିତ୍ୟ (ଏଫଏଲଓ)ରେ ସାମିଲ ହେଲା ବନ୍ଦେ ଉତ୍କଳ ଜନନୀ । ଗତ ବର୍ଷ କୋଭିଡ୍ ମହାମାରି ଯୋଗୁଁ ପାଠ୍ୟକ୍ରମରେ ୩୦ ପ୍ରତିଶତ କାଟ କରାଯାଇଥିଲା ଏହା ଚଳିତ ବର୍ଷ ମଧ୍ୟ ଜାରି ରହିବ ।