ବାଲିଗୁଡା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ପାଳନ ହୋଇଛି ୭୯ତମ ସ୍ବାଧିନତା ଦିବସ

କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଅନୁକୁଲ୍ୟରେ ୭୯ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ବାଲିଗୁଡା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଧୁମଧାମରେ ପାଳନ ହୋଇଛି ୭୯ତମ ସ୍ବାଧିନତା ଦିବସ ।ଏହି ସ୍ବାଧିନତା ଦିବସରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତି ପ୍ରଣିତା ଦାସ ଅଭିବାଦନ ଗ୍ରହଣ କରିବା ସହ ଦେଶ ଉଦେଶ୍ୟରେ ଉଦ୍ବବୋଧନ ଦେଇଥିଲେ ।ଏହି ସ୍ବାଧିନତା ସମାରୋହରେ ୩୨ଟି ଦଳ ଅଶଂଗ୍ରହଣ କରି ପ୍ୟାରଡ କରିଥିବା ଦେଖିବାକୁ ମିଳିଥିଲା ।ସେହିପରି ବିଜୁଜନତା ଦଳ ପକ୍ଷରୁ ମହାସଂଙ୍ଗ ଦଳିଅ କାଯ୍ୟାଳୟ ଠାରେ ବିଜୁଜନତା ଦଳ ସଂଯୋଜକ ଟୁନାଦାସଙ୍କ ନେତୃତ୍ୱରେ ପତକା ଉତୋଳନ ହୋଇଥିଲା  ।ବାଲିଗୁଡ଼ା ପିଡ୍ଳଡି ତରଫରୁ ମଧ୍ୟ କାଯ୍ୟାଳୟ ଠାରେ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ହୋଇଥିବା ଦେଖିବାକୁ ମିଳିଥିଲା  ।