ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ନାହିଁ ୭୨୪ ଗୋଟି ଶୈାଚାଳୟ.. ଓଡିଶା By Chinmayee Swain On Feb 14, 2025 Share ୪୧୨ ପ୍ରାଥମିକ ସ୍କୁଲ, ୧୧୫ ଉଚ୍ଚ ପ୍ରାଥମିକ ସ୍କୁଲ। ୨୫ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ନାହିଁ ଶୌଚାଳୟ। ୨୦୨୪-୨୫ ଆର୍ଥିକ ବର୍ଷରେ ୭୨୪ ଗୋଟି ବାଳିକା ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଗୃହରେ ଲିଖିତ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। #school #toilet #odisha Share FacebookTwitterGoogle+ReddItWhatsAppPinterestEmail