( ପୁରୀ ଗୋପ ଜୟନ୍ତ କୁମାର ସେଠୀ):-ବାରାହା ଆକ୍ରମଣ ରେ ୩ ଜଣ ବ୍ୟକ୍ତି ଆହତ । ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କରମଳା ଗ୍ରାମର ହେମନ୍ତ କୁମାର ସାହୁ, ମୂଳବସନ୍ତ ଗ୍ରାମର ସୀତାକାନ୍ତ ସ୍ୱାଇଁ,ଅନୁରୋଧ ପ୍ରଧାନ ବାରାହା ଆକ୍ରମଣରେ ଗୁରୁତର ଆହାତ ହୋଇ ପ୍ରଥମେ କଣାସ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ହେବାରୁ ଭୁବନେଶ୍ୱର 6ନମ୍ବର ମେଡ଼ିକାଲ କୁ ସ୍ଥାନାନ୍ତର ହୋଇଥିବା ସୂଚନା ।