ବ୍ରାଉନ ସୁଗାର ବେପାରୀ ଫେରାର ଘଟଣା, ୩ଜଣ ପୋଲିସ କର୍ମଚାରୀ ନିଲମ୍ବିତ

0

ଜଳେଶ୍ଵର: ଅଜିତ କୁମାର ସାହୁ;ଜଳେଶ୍ଵର ଥାନା ରୁ ବ୍ରାଉନ ସୁଗାର ବେପାରୀ ଫେରାର ଘଟଣା। ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ। ଡିଉଟିରେ ଥାଇ କାର୍ୟ୍ୟରେ ଅବହେଳା ପାଇଁ ନିଲମ୍ବନ ହୋଇଥିବା ସୂଚନା । ଘଟଣାରେ ଅତିରିକ୍ତ ଆରକ୍ଷ ଅଧିକାରୀଙ୍କ ତଦନ୍ତ ପରେ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ନିଲମ୍ବନ ପୋଲିସ ଅଧିକାରୀ ମାନେ ହେଲେ ଏସ ଆଇ ପ୍ରଦର୍ଶନୀ ଖଟୁଆ , କନେଷ୍ଟବଳ ସେକ୍ ମୋଇରୁଦ୍ଧିନ ଓ ଏପିଆର କର୍ମଚାରି ରବିନ୍ଦ୍ର କୁମାର ହାଂସଦା ।