କରୋନାରେ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ | ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ

(କୋଲକତା) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ | ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଛି | ସାନ ଭାଇ ଅସୀମଙ୍କ ମୃତ୍ୟୁ ଘଟଣାପରେ ମମତା ଓ ତାଙ୍କ ପରିବାରରେ ଶୋକାର ଛାୟା ଖେଳି ଯାଇଛି|
ସୂଚନାନୁଯାୟୀ , ଗତ କିଛି ଦିନ ହେବ ଅସୀମ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ| ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି | ହସ୍ପିଟାଲରୁ ମୃତ ଦେହ ନିଆ ଯିବାପରେ କୋଭିଡ ଗାଇଡ ଲାଇନ ଅନୁସାରେ ଅନ୍ତିମ ସଂସ୍କାର କରାଯିବ |