ଅପହୃତ ନୁହେଁ ଅପହରଣକାରି ସାଜିଲେ ସ୍ୱିଗି ଡେଲିଭରି ବଏ
(ଭୁବନେଶ୍ୱର): ଗତ ଶନିବାର ରାତିରେ ଏକ ଡେଲିଭର ବଏକୁ ଅପହରଣ ମାମଲା ରୁଜୁ କରାଯାଇଥିଲା । ଅପହରଣ ହୋଇଥିବା ବ୍ୟକ୍ତ ଜଣକ ହେଲେ ପତିତପାବନ ଜେନା । ସେ ସ୍ୱିଗି ଡେଲିଭରି ବଏ ଭାବେ କାମ କରନ୍ତି । ଲିଙ୍ଗିପୁରରୁ କିଡନାପ . କପିଳପ୍ରସାଦରୁ ଭଏସ ମେସେଜ । ନିଜ ପତ୍ନି କୁ ଏକ ଭଏସ ମେସେଜ କରିଥିଲେ…
Read More...
Read More...