ଜଗନ୍ନାଥଙ୍କ ଜଳନ୍ତା ଦୀପକୁ ଠିଆ ଗୋଇଠା ମାରିଲେ ହୋମଗାର୍ଡ
(ଜୟନ୍ତ କୁମାର ସେଠୀ /ପୁରୀ): ସବୁ ସୀମା ଟପିଗଲା ପୁରୀ ପୋଲିସ । ଜଗନ୍ନାଥଙ୍କ ଜଳନ୍ତା ଦୀପକୁ ଠିଆ ଗୋଇଠା ମାରିଲେ ହୋମଗାର୍ଡ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ପରଠାରୁ ପୋଲିସର ଦବଙ୍ଗଗିରି ବଢିବାରେ ଲାଗିଛି । କେତେବେଳେ ସାଧାରଣ ଜନତାଙ୍କୁ ରାସ୍ତାରେ…
Read More...
Read More...