Browsing

Video

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୨ ମାସ ପରେ ବି କ୍ରାଇମବ୍ରାଞ୍ଚ ହାତ ଖାଲି

(ଭୁବନେଶ୍ୱର/ସରୋଜ ରାଉତ): ଜୁଲାଇ ୭ । ସକାଳୁ ଚାରିଆଡେ ଚର୍ଚ୍ଚା । ମାନବପ୍ରେମୀ ଆଦିତ୍ୟ ଦାସ ଆଉ ନାହାନ୍ତି । ତାଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରେ ପଡିଛି । ଖବର ଜଙ୍ଗଲ ନିଆଁ ପରି ବ୍ୟାପୀଗଲା । ଆଖପାଖ ଅଞ୍ଚଳର ଲୋକେ ଧାଇଁଲେ ଘଟଣାସ୍ଥଳକୁ । ଗଣମାଧ୍ୟମ ପ୍ରତିନିଧୀଙ୍କ…
Read More...

ପରିତ୍ୟକ୍ତ ଘରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(କଳ୍ପତରୁ ଜେନା /ଭୁବନ): ଅବ୍ୟବହୃତ ଘରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅଫିସ ପଛରେ ଥିବା ପୁରୁଣା କୋର୍ଟର ଏକ ଅବ୍ୟବହୃତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ଭୁବନ ପୋଲିସ । ମୃତକ ୧୧ ନଂ ଓ୍ବାର୍ଡର ରବିନାରାୟଣ ମେହେଣା । ସେ ତାଙ୍କ ସ୍ତ୍ରୀ ଓ…
Read More...

ଜାମଦା ବିଡ଼ିଓଙ୍କ ଦୁର୍ନିତି ପର୍ଦ୍ଦାଫାଶ

(ସତ୍ୟନାରାୟଣ ପାଲ /ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବିଡ଼ିଓଙ୍କ ଦୁବ୍ୟର୍ବହାର ଓ ଟଙ୍କା ହେରଫେରର ପର୍ଦ୍ଦାଫାଶ ପାଇଁ ସର୍ବ ଦଳୀୟ ପାର୍ଟି ମିଳିତ ଭାବେ ବ୍ଲକ ଘେରାଉ କରିଥିଲେ । ରାଜ୍ୟସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ ।…
Read More...

ବେଆଇନ ୮ ଟି କ୍ରୋସର ସିଲ

(ଦୀପକ ମିଶ୍ର /ଉଦଳା): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ତହସିଲ ଅଧୀନରେ ଥିବା ୮ ଟି କ୍ରୋସରକୁ ଜିଲ୍ଲା ପ୍ରଶାସନ ସିଲ କରିଛି । ଶିମିଳିପାଳ ପାଦ ଦେଶରେ ଦଶ କିଲୋମିଟର ଇକୋ ସେନସେଟିଭ ଜୋନରେ ଏନଜିଟିର ଅନୁମତି ନଥିବାରୁ ୮ ଟି କ୍ରୋସରକୁ ସିଲ କରାଯାଇଛି । ତେବେ ଖୁଣ୍ଟା ପୋଲିସ ୧୪୪ ଧାରା ଜାରି…
Read More...

ଅନ୍ୟୁନ ୨-୩ ଜଣଙ୍କ ମୃତ୍ୟୁ ହୋଇଛି: ସୁର

ଭୁବନେଶ୍ୱର/ସରୋଜ ରାଉତ: ଗତକାଲି ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । କିନ୍ତୁ ଏହି ସୂଚନାକୁ ମାନିବାକୁ ଲୋକ ଅରାଜି । ଗତକାଲି ସେଠାର ସ୍ଥିତି ଦେଖିଥିବା ଲୋକେ ଏହି…
Read More...

ମନ୍ଦିର ଖୋଲିବାକୁ ନେଇ ରିପେର୍ଟ ମଗାଯିବାକୁ ପ୍ରହସନ କହିଛନ୍ତି ସୁର

ଭୁବନେଶ୍ୱର/ସରୋଜ ରାଉତ: ଦେଶବ୍ୟାପୀ ଖୋଲିଲାଣିଧର୍ମାନୁଷ୍ଠାନ । ରାଜ୍ୟରେ କିନ୍ତୁ ଧର୍ମାନୁଷ୍ଠାନ ଖୋଲିବା ଉପରେ ଲାଗିଛି ପ୍ରତିବନ୍ଧକ । ଏହାକୁ ନେଇ ବହୁ ବାଦ, ବିବାଦ, ବିରୋଧ ପରେ ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଚିନ୍ତା କରୁଛନ୍ତି । ସୂଚନା ମିଳୁଛି ଖୁବ ଶୀଘ୍ର ମନ୍ଦିର ଖୋଲିବ । ମନ୍ଦିର…
Read More...

ଶୁଦ୍ଧି କ୍ରିୟାକୁ ନେଇ ପୂଜକ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ

(ପ୍ରଶାନ୍ତ ସ୍ୱାଇଁ /ପାରାଦ୍ୱୀପ): ଶୁଦ୍ଧି କ୍ରିୟା ପୂଜାକୁ ନେଇ ପୂଜକ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ। ଅନ୍ୟ ପଟେ ଏ ଘଟଣାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ନେଇ ଥାନା ଅଧିକାରୀଙ୍କ ବିରୋଧରେ ଅନଶନରେ ବସିଛନ୍ତି ପୂଜକ। ଏଭଳି ଘଟଣା ଦେଖିବାକୁ ମିଳିଛି ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ…
Read More...

ଚିକିତ୍ସା ପାଇଁ ଅର୍ଥ ବାଧକ

(କଳ୍ପତରୁ ଜେନା /ଭୁବନ): ଖେଳିବା ବୁଲିବା ବୟସରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଛି କୌଶଲ୍ୟା । ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ମା ଓ ପଡୋଶୀ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ଧଳପଡା…
Read More...

ନିଆରା ଢଙ୍ଗରେ କୁନି ପିଲାର କରୋନା ସଚେତନତା ବାର୍ତ୍ତା

(ଜୟନ୍ତ କୁମାର ସେଠୀ /ପୁରୀ): ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି । କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଅଦ୍ୟାବଧି କୌଣସି ପ୍ରତିଷେଧକ ଟୀକା କିମ୍ବା ଔଷଧ ବାହାରିନଥିଲା ବେଳେ ସଚେତନତା ରହିବା ହିଁ ଏକମାତ୍ର ଉପାୟ । ଏନେଇ ସମସ୍ତେ ଚିନ୍ତିତ ଥିଲାବେଳେ…
Read More...

ଚାରିଆଡେ ଖଣ୍ଡବିଖଣ୍ଡିତ ମାଂସ ଖଣ୍ଡ

ଭୁବନେଶ୍ୱର: ହଠାତ୍ ଥରିଉଠିଲା ମାଟି । କେହି କିଛି ବୁଝିବା ପୂର୍ବରୁ ଶୁଭିଲା କାନଫଟା ଶବ୍ଦ । ଘଟିଗଲା ବିସ୍ଫୋରଣ । ଯିଏ ଯୁଆଡେ ପାରିଲେ ଧାଇଁଲେ । ବିସ୍ଫୋରଣରେ ମାଟି ଫାଟିଗଲା । ନିଆଁ ଧୁଧୁ ହୋଇ ଉଠିଥିଲା ଆକାଶକୁ । ସମଗ୍ର ଅଞ୍ଚଳରେ ଭରିଯାଇଥିଲା କଳା ଧୂଆଁ ଓ ଧୂଳି । ଆଜି ଏମିତି ଭୟଙ୍କର…
Read More...