Browsing

Video

ଯେତେବଡ ବନ୍ୟା ଆସୁ ଆମେ ସଜାଗ

(ରିପୋଟର୍ସ ଟୁଡେ): ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ଲାଗିପଡିଛନ୍ତ ି କେନ୍ଦ୍ରାପଡା ଜିଲ୍ଲାପାଳ । ରାଜ୍ୟରେ ଗତ କିଛିଦିନର ଲଗାନ ବର୍ଷା ବନୟା ପରିସ୍ଥିତି ସୃଷ୍ଟି କରିଛି । ସେଥିପାଇଁ ଆଗୁଆ ସଜାଗ ହେବାକୁ ଚାଲିିଛି ବ୍ୟବସ୍ଥା । ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କୁ ନେଇ…
Read More...

ରାଜ୍ୟ ପାଇବ ନବୀନ ସରକାରର ନୂଆ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲି ନିର୍ବାଚନ ସରୁସରୁ ରାଜ୍ୟ ପାଇବ ତାର ଉପମୁଖ୍ୟମନ୍ତ୍ରୀ । ନବୀନ ସରକାରର ପ୍ରଥମ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିବେ ରାଜ୍ୟବାସୀ । ଅକ୍ଟୋବର ୩ରେ ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ ଓ ଅକ୍ଟୋବର ୧୨ରୁ ଆରମ୍ଭ ହେବ ଜଗଜ୍ଜନନୀ ମା ଦୁର୍ଗାଙ୍କ ପୂଜା । ହୁଏତ ଏହି…
Read More...

ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଜନଜୀବନ

ଗୋପ(ଜୟନ୍ତ କୁମାର ସେଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ଲୋକେ ଯିବାଆସିବାରେ ଅ;ନକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଗୋପ,…
Read More...

ସୁବର୍ଣ୍ଣରେଖା ନଦୀରେ ବନ୍ୟା, ତଳିଆ ଅଞ୍ଚଳ ଜନ ଜୀବନ ଅସ୍ତବ୍ୟସ୍ତ 

ଜଳେଶ୍ୱର(ଅଜିତ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ବର୍ଷା ପାଇଁ ସୁବର୍ଣ୍ଣରେଖା ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ନଦୀର ରାଜଘାଟ ଠାରେ ବିପଦ ସୂଚନା ୧୦.୩୬ ମିଟର ଥିବା ବେଳେ, ଦିନ ୧୨ ଟା ସୁଦ୍ଧା ବନ୍ୟା ପାଣି ୧୦. ୬୨ ମିଟରରେ ପ୍ରବାହିତ ହେଉଛି । ଏହା ଦ୍ୱାରା…
Read More...

ବିବାଦୀୟ ନେତାଙ୍କ ସହ ସମଦୂରତା ରଖୁଛି ଦଳ!

ଭୁବନେଶ୍ୱର: ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ । ଉପନିର୍ବାଚନ ପାଇଁ ସବୁ ଦଳ ସଜ । ସବୁ ଦଳ ଦ୍ୱାରା ଷ୍ଟାର ପ୍ରଚାରକ ନାମ ଘୋଷଣା । ବିଜେଡି ମଧ୍ୟ ତାର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ଶୀର୍ଷରେ ଥିବା ବେଳେ ପ୍ରଣବ…
Read More...

ବର୍ଷା ଛାଡିଛି ହେଲେ ଥମୁନି ଦୁର୍ଦ୍ଦଶା

ଭୁବନେଶ୍ୱର: ଗତ ରବିବାରରୁ ହୋଇଥିବା ଲଗାଣ ବର୍ଷା ଛାଡିଛି । ଆକାଶ ପରିସ୍କାର । ଗୁରୁବାରଠାରୁ ସୂର୍ଯ୍ୟ ଆକାଶରେ ପ୍ରକାଶିଛନ୍ତି । ତେଣେ ଏହି ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ତଳିଆଞ୍ଚଳରେ ପାଣି ମାଡିଯାଇଛି । ରାଜ୍ୟ ସରକାର…
Read More...

ଦୁଷ୍ମନ୍ତ ଆତ୍ମହତ୍ୟା ପ୍ରସଙ୍ଗରେ ଆଉ ଜଣେ ହାଜର

କଟକ(ଜଗନ୍ନାଥ ମହାନ୍ତି): ଦୁଷ୍ମନ୍ତ ଆତ୍ମହତ୍ୟା ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଥିବା ବେଳେ ଏବେ ମଙ୍ଗଳବାଗ ଥାନାରେ ହାଜର ହୋଇଛନ୍ତି ଆଉ ଜଣେ ବ୍ୟକ୍ତି । ଧାରା ୧୬୧ ଅନୁଯାୟୀ ଦୀପ୍ତି ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ବୟାନ ରେକର୍ଡ କରିଛି ପୋଲିସ । ଏସ ସି ବିରେ ଚିକିତ୍ସାଧୀନ ଥିବା…
Read More...

ଭୋଟ ବ୍ୟାଙ୍କ ହାତେଇବାକୁ ଚାଲିଛି ମହିଳା ସଶକ୍ତିକରଣ

ଭୁବନେଶ୍ୱର: ଆମ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ଦିଗରେ ପ୍ରତିଶ୍ରୁତିବଦ୍ଧ । ମହିଳାଙ୍କୁ ହାଣ୍ଡିଶାଳରୁ ବାହାର କରି ସମାଜ ଗଠନ, ରାଜ୍ୟ ଗଠନ ତଥା ଦେଶ ବିକାଶରେ ଭାଗିଦାର କରିଛି ବିଜେଡି ସରକାର । ରାଜ୍ୟର ଜନସଂଖ୍ୟା ୪ କୋଟି ଉପରକୁ ଥିବା ବେଳେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି…
Read More...

ଜଗଦ୍ଦେବଙ୍କ ଗିରଫଦାରି ଦାବିରେ ଖୋର୍ଦ୍ଧା ଏସପିଙ୍କ ଅଫିସ ଘେରାଉ

ଚିଲିକା/ଦିବ୍ୟକାନ୍ତ ବେହେରା: ଆଜି ବିଜେପି ପକ୍ଷରୁ ଖେ।ର୍ଦ୍ଧା ଏସପିଙ୍କ ଅଫିସ ଘେରାଉ କରାଯାଇଛି । ବାଲୁଙ୍ଗା ଓ ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ଏହି ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଦାବିରେ ବିଜେପି ପକ୍ଷରୁ ଏସପି…
Read More...

ଗିରଫ ହେଲେ ପତିତପାବନ

(ଭୁବନେଶ୍ୱର ): ନିଜ ଅପହରଣରେ ନାୟକ ସାଜି ରଚିଥିଲା ନାଟକ । ଆଉ ଏବେ ପୁଲିସ ହାତରେ । ପତିତପାବନ ପୃଷ୍ଟି ନିଜ ଅପହରଣର ନାଟକ କରି ପ୍ରେମିକ ସହ ଫେରାର ହୋଇଯାଇଥିଲେ । ତେବେ ଚିକୁନ ଏବଂ ତା ପ୍ରେମିକାକୁ ଏକ ସ୍ୱତନ୍ତ୍ର ୪ ଜଣିଆ ଟିମ ଦ୍ୱାରା ଆଜି ଭୁବନେଶ୍ୱର ଅଣାଯାଇ ପଚରା ଉଚରା କରିଥିଲା…
Read More...