Browsing

Video

କରୋନା ମାଡରେ ମା ଶ୍ୟାମଳାଇ ଶକ୍ତି ପୀଠ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଆଗକୁ ଆସୁଛି ଦୁର୍ଗା ପୂଜା । କିନ୍ତୁ ସାରା ବିଶ୍ୱ କରୋନା ମହାମାରୀରୁ କିପରି ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ଘରୁ ନବାହାରିବା ହାତ ସଫା ରଖିବା ଓ ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଇଁ ସଚେତନତା କରଯାଉଛି । ଏହାରି ଭିତରେ…
Read More...

ଲୋକାର୍ପଣ ପୂର୍ବରୁ ବେହାଲ ବ୍ରିଜ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ବର୍ଷେ ନ ପୁରୁଣୁ ଦବିଲା ନୂତନ ପୋଲ । ମାଲକାନଗିରି ଜିଲ୍ଲାର ବାଲିମେଳା ସଦରଠାରୁ ପୋଟରେଲ ପଞ୍ଚାୟତର ଚିତାପାରୀକୁ ଯୋଗାଯୋଗ କରିବାକୁ ହେଲେ ପୂର୍ବେ ବିପଦଜନକ ଅବସ୍ଥାରେ ଦେଶୀ ଡଙ୍ଗା ମାଧ୍ୟମରେ ନଦୀ ପାର ହେବାକୁ ପଡୁଥିଲା। ତେବେ ଏହି ସମସ୍ୟାକୁ…
Read More...

ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଆତଙ୍କିତ ଗ୍ରାମବାସୀ

(ଓମ୍ ପ୍ରକାଶ ମିଶ୍ର / ସୋନପୁର):ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । କାରଣ ସବୁ ବର୍ଷ ଭଳି ଚାଷ ସମୟରେ ଦେଖାଦେଇଛି ଦନ୍ତାହାତୀର ଉପଦ୍ରବ । ଜଙ୍ଗଲ ଛାଡି ବିଭିନ୍ନ ଗାଁ ମାନଙ୍କୁ ମୁହାଁଇଛନ୍ତି ହାତୀପଲ । ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଖାଇଯାଉଛନ୍ତି…
Read More...

ଅବହେଳିତ ଓଡିଆ ବୀର ପୁତ୍ର ବାଜି ରାଉତଙ୍କ ପରିବାର

(କଳ୍ପତରୁ ଜେନା /ଭୁବନ): ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ। ଇଂଗ୍ରେଜ ଗୁଳିରେ ଟଳିପଡିଲେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁର ୧୨ ବର୍ଷର ବାଳକ ବାଜି ରାଉତ । ଇଂଗ୍ରେଜ ମାନେ ଭୁବନରେ ୧୦ ତାରିଖରେ ଦମନ ଲିଳା କରିବା ପରେ ଭୋର ସମୟରେ ନିଳକଣ୍ଠପୁର ଘାଟରେ ପହଞ୍ଚି ଥିଲେ ।…
Read More...

ଆଜିକାଲି ବିଜ୍ଞାପନ ସର୍ବସ୍ୱ ହୋଇଛି ସାସଂଦଙ୍କ କାର୍ଯ୍ୟ

ଭୁବନେଶ୍ୱର/ସରୋଜ ରାଉତ: କୋଭିଡ ନିୟମ ଉଲ୍ଲଙ୍ଘନକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ । କାର୍ଯ୍ୟାଳୟ ସିଲ ପରେ ଅପରାଜିତା ଟାର୍ଗେଟ କରିଛନ୍ତି ବିଜେଡି ତଥା ସରକାରକୁ । ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେଡି ବିରୋଧରେ ଅନର୍ଗଳ ବିଷ ଉଗାଳିଛନ୍ତି । କଥାରେ ନାହିଁ ଚୋର ମୁହଁ…
Read More...

ଶାସକ ଦଳ ପାଖେ କରୋନା ଦୁର୍ବଳ!

ଭୁବନେଶ୍ୱର: ବ୍ରାହ୍ମଣ ପୁଅ ମାଙ୍ଗଡ ମାରିଲେ ଦୋଷ ନାହିଁ । ରାଜ୍ୟରେ କୋଭିଡ ନିୟମ ପାଳନ କ୍ଷେତ୍ରରେ ହେଉଥିବା ପାତରଅନ୍ତରକୁ ନେଇ ଏହି ଉକ୍ତିଟି ବିଲକୁଲ ଫିଟ ବସୁଛି । ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ ଜନ୍ମଦିନ ପାଳନ ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ…
Read More...

ଫଟୋ ଓ ଭିଡିଓରେ ବିଜେଡିର କୋଭିଡ ନିୟମ ଉଲ୍ଲଙ୍ଘନର ପ୍ରମାଣ ଦେଲେ ସାଂସଦ

ଭୁବନେଶ୍ୱର/ସରୋଜ ରାଉତ: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ କରିବା ପାଳନ । ଆଇନ୍ ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସ୍ ସିଲ୍ ପରେ ସିଲ୍…
Read More...

ଦୁର୍ଦ୍ଦିନରେ ଲୋକ କଳାକାର

(ଜୟନ୍ତ କୁମାର ସେଠୀ / ପୁରୀ): ହିନ୍ଦୁ ଧର୍ମରେ ବାରମାସରେ ତେର ପର୍ବ ପାଳିତ ହୁଏ । କିନ୍ତୁ ବିଶ୍ବ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସବୁ ଫିକା। ଏବେ ଚାଲିଛି ପାର୍ବଣର ଋତୁ, ନବରାତ୍ର, ଦୀପାବଳୀ ଆଦି ପର୍ବପର୍ବାଣୀ ସବୁ ବନ୍ଦ କରୋନା କଟକଣା ଯୋଗୁଁ । ବିବାହ, ନାଚଗୀତ, ସାଂସ୍କୃତିକ…
Read More...

ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟଳୟରେ ପଡିଲା ତାଲା

ଭୁବନେଶ୍ୱର/ସରୋଜ ରାଉତ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ । ବିଏମସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ହୋଇଛି ସିଲ । କୋଭିଡ ନିୟମ ଉଲ୍ଲଙ୍ଘ କରି ଗତ ଗୁରୁବାର କାର୍ଯ୍ୟାଳୟରେ ସବୁ ଆଇନକୁ ଫୁ କରି ଜନ୍ମଦିନ ପାଳନକୁ ନେଇ ହୋଇଛି କାର୍ଯ୍ୟାନୁଷ୍ଠାନ । ବାରମ୍ବାର କୋଭିଡ…
Read More...

ଲୋକଙ୍କ ଜୀବନ ସହ ଖେଳି ସାଂସଦଙ୍କୁ ମିଳେ ଖୁସି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବହୁ ଆଶା ନେଇ ବିଜେଡି ଗଡରେ ଅପରାଜିତାଙ୍କୁ ବିଜୟର ଟିକା ପିନ୍ଧାଇଥିଲେ ଜନତା । ଅପରାଜିତା ରାଜଧାନୀରେ ଆଣିବେ ଉନ୍ନତି । ଦୁର୍ନୀତିର କରିବେ ପର୍ଦ୍ଦାଫାସ । ଏମିତି ଅନେକ ଆଶା ଆକାକ୍ଷା ଥିଲା ଲୋକଙ୍କ ମନରେ । ତେଣୁ ଭୁବନେଶ୍ୱରର…
Read More...