Browsing

Video

୧୦ ଦିନରେ ପହଞ୍ଚିଲା ଆଇଓସିଏଲ ବିରୋଧରେ ଧାରଣା

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) - ଦୁର୍ଦିନରେ ଏବେ ପାରାଦ୍ବୀପ ଆଇଓସିଏଲ ପାଇଁ ଜମି ହରାଇଥିବା ପରିବାର। ଚାଷ କରି ପେଟ ପୋଷିବା ପାଇଁ ନା ପାଖରେ ଅଛି ଜମି, ନା ପ୍ରକଳ୍ପରେ ମିଳୁଛି ନିଯୁକ୍ତି। କିନ୍ତୁ ଆଇଓସିଏଲର ବିଭିନ୍ନ କାର୍ୟ୍ୟର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର…
Read More...

ରାଜଧାନୀରେ ଖଣ୍ଡାମୁନରେ ଆତଙ୍କ ଚଳାଇଛି ଯୁବକ

(ସରୋଜ ରାଉତ)ରିପୋର୍ଟସଟୁଡେ: ରାଜଧାନୀର ଶାସ୍ତ୍ରୀନଗର ଅଂଚଳରେ ଯୁବକଙ୍କ ଆତଙ୍କରାଜ । ହାତରେ କଟୁରୀ ଧରି ବୁଲୁଛି ଜଣେ ଯୁବକ । ସକାଳୁ ସକାଳୁ ଯୁବକଙ୍କ ଏପରି ଆତଙ୍କରାଜ ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ମାରି ଦେବାକୁ…
Read More...

ସରକାରୀ ସାହାଯ୍ୟ ଅପେକ୍ଷାରେ ଚାଷୀ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): କରୋନା ମହାମାରୀ ଚାଷୀ ମାନଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପୁନାନ୍ଦ ଗ୍ରାମରେ ଆଜିକୁ ପ୍ରାୟ ତିନିଦିନ ହେବ ଲଗାଣ ବର୍ଷା ଲାଗି…
Read More...

ବିଜେଡିକୁ ନାହିଁ କରୋନା ଭୟ

ଭୁବନେଶ୍ୱର: ରାଜ୍ୟରେ ଏକ ଛତ୍ରବାଦି ଶାସନ ଚଳାଇଛି ବିଜେଡି । ଶାସକ ଦଳ ନିଜର ପ୍ରତିଦ୍ୱନ୍ଧି ଯାହାକୁ ଭାବୁଛି ନିଜର ପତିଆରା ଦେଖାଇ ତାକୁ ଦାବି ଦେବାକୁ ଚେଷ୍ଟା କରୁଛି । କିଛି ଦିନ ହେବ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ସର୍ବଦା ର୍ଦୁନୀତିିରେ ବୁଡି଼ି ରହିଥିବା ଶାସକ ଦଳର…
Read More...

ଗୋଚର ଭୂମିରେ ଶୌଚାଳୟ ନିର୍ମାଣକୁ କେନ୍ଦ୍ର କରି ପ୍ରଶାସନ ନିକଟରେ ଫେରାଦ ହେଲେ ଗ୍ରାମବାସୀ

(ଅଜିତ ସାହୁ / ଜଳେଶ୍ୱର): ସରକାରୀ ଯୋଜନା ହେଉଛି ବାଟବଣା , ନୀତିନିୟମକୁ ଫୁ କରି ଗୋଚର ଭୂମିରେ ନିର୍ମାଣ ହେଉଛି ଶୌଚାଳୟ । ଏନେଇ ବାଲିଆପାଳ ବିଡ଼ିଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଲା ପଞ୍ଚାୟତ…
Read More...

ସହିଦ ବୀର ବାଜିଙ୍କ ପରିବାରକୁ ସହାୟତା

(କଳ୍ପତରୁ ଜେନା / ଭୁବନ): ଖବର ପ୍ରସାରଣ ପହଞ୍ଚିଲା ସହଯୋଗର ହାତ। ସହିଦ ବାଜି ରାଉତଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁ। ଏବେ ତାଙ୍କ ପରିବାର ଅତି ଦୁଃଖ କଷ୍ଟରେ ରହିଥିବା ଖବର ରିପୋର୍ଟସଟୁଡେରେ ପ୍ରସାରଣ ହେବା ପରେ ଆଜି ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ…
Read More...

କେନ୍ଦୁପତ୍ର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ବୃକ୍ଷକୁ କାଟି ଦିଆଯାଇଛି

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଜଙ୍ଗଲ । ସଚେତନତା ଅଭାବରୁ ଲୋକେ ବୃକ୍ଷକୁ କାଟି ଦେଉଥିବାରୁ ବଢି ବଢି ଚାଲିଛି ପ୍ରାକୃତିକ ବିପର୍ୟ୍ୟୟ । ଏଣୁ ଲୋକଙ୍କୁ ବ୍ୟାପକ ସଚେତନ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଉଛି ବୃକ୍ଷରୋପଣ । ହେଲେ ରକ୍ଷକ…
Read More...

ବସୁନ୍ଧରା ଯୋଜନା ଗରିବଙ୍କ ପାଇଁ ସାତ ସପନ

(ଜୟନ୍ତ କୁମାର ସେଠୀ / ପୁରୀ): ବସୁନ୍ଧରା ଯୋଜନା ଗରିବଙ୍କ ପାଇଁ ସାତ ସପନ । ବସୁନ୍ଧରା ଯୋଜନା ଗରିବ ଭୂମିହୀନଙ୍କୁ ସାମିଲ କରାଯାଉନଥିବା ଅଭିଯୋଗ ହୋଇଛି । ସେମାନଙ୍କ ନାମରେ କୈାଣସି ଜମିଜୁମା ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ । ସେପଟେ ବର୍ଷ ବର୍ଷ…
Read More...

ଡିଏନଏ ଟେଷ୍ଟ ପାଇଁ ଆସିଲେ ସିମାଞ୍ଚଳଙ୍କ ପରିବାର

ଭୁବନେଶ୍ୱର/ସରୋଜ ରାଉତ: ଗତ ୭ ତାରିଖରେ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ହୋଇଥିବା ଭୟାନକ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଅଞ୍ଚଳର ସିମାଞ୍ଚଳ ପରିଡା । ଘଟଣାକୁ ବିତିଯାଇଛି ୮ ଦିନ କିନ୍ତୁ ଏପର୍ଯ୍ୟନ୍ତ…
Read More...

ହୁ ହୁ ହୋଇ ଜଳିଗଲା ଦୋକାନ

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକ ଫ୍ରେଣ୍ଡସ କର୍ଣ୍ଣର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୩ଟି ଅଗ୍ନିଶମ ବାହିନୀ…
Read More...