ଫ୍ଲାଇଓଭର ବ୍ରିଜ ନିର୍ମାଣ ଦାବିରେ ପାରାଦ୍ୱୀପ ନାଗରିକ ମଞ୍ଚ ତରଫରୁ ପ୍ରତିବାଦ
(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ୱୀପ) : ଅଠରବାଙ୍କି ଠାରୁ ରାସ୍ତା ମରାମତି ଓ ଫ୍ଲାଇଓଭର ବ୍ରିଜ ନିର୍ମାଣ ଦାବିରେ ପାରାଦ୍ୱୀପ ନାଗରିକ ମଞ୍ଚ ତରଫରୁ ଇଫକୋ ଛକ ନିକଟରେ ପ୍ରତିବାଦ ସଭା ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଠର ବାଙ୍କୀ ଠାରୁ ଦୋଛକି ପାଖାପାଖି ଏହି…
Read More...
Read More...