Browsing

Video

ପୋଡା ଟ୍ରାନ୍ସଫର୍ମର ଇଙ୍ଗିତ କରି ଅଡୁଆରେ କୁନା ତ୍ରିପାଠୀ

(ଅଜିତ ସାହୁ / ଜଳେଶ୍ୱର): ନିର୍ବାଚନ ପ୍ରଚାର ବେଳେ ଦିବଙ୍ଗତ ବିଜେପି ବିଧାୟକଙ୍କୁ ପୋଡା ଟ୍ରାନ୍ସଫର୍ମର ବୋଲି ଇଙ୍ଗିତ କରି ଚର୍ଚ୍ଚାରେ କୁନା ତ୍ରିପାଠୀ। ଯାହା ଏବେ ତାଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛି। ଏଠାରେ ସୂଚନା ଥାଉକି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ସାର୍ଥା ପଞ୍ଚମୀ ପଡ଼ିଆରେ…
Read More...

କାର୍ତିକ ମାସ ଓ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ସ୍ଥିରୀକୃତ

(ଜୟନ୍ତ କୁମାର ସେଠୀ / ପୁରୀ): ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକ ଶେଷ ଜ୍ଝ ଆଗାମୀ କାର୍ତିକ ମାସ ଓ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ସ୍ଥିରୀକୃତ ଜ୍ଝ ଆସନ୍ତା ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହି ବେଶ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ…
Read More...

ରାଜଧାନୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ରାଜଧାନୀରେ ବିପର୍ଯ୍ୟସ୍ତ ହୋଇ ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ରାଜ୍ୟର ସବୁଠାରୁ ଦକ୍ଷ, ଆଧୁନିକ ସାଜ ସରଞ୍ଜାମରେ ସମୃଦ୍ଧ କମିଶନରେଟ ପୁଲିସକୁ ଅପରାଧି ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । କେଉଁଠି ଦିନ ଦ୍ୱିପ୍ରହରେ କାହାକୁ ବିଚ ରାସ୍ତାରେ ହାଣିଲେଣି ତ ପୁଣି କେଉଁଠି କାହା ଘରେ…
Read More...

ଏକାଠି ହେଲେ ୧୭୫୨ ଭୂମିହରା ପରିବାର

(ପ୍ରଶାନ୍ତ କୁମାର ସ୍ଵାଇଁ /ପାରାଦ୍ୱୀପ ):ଏକାଠି ହେଲେ ୧୭୫୨ ଭୂମିହରା ପରିବାରର ଲୋକେ।ପ୍ରତି ପରିବାରର ମହିଳା ମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ସଦସ୍ୟ ମାନେ ଆଜି ମିଳିତ ହୋଇ ନେଲେ ଦୃଢ ନିଷ୍ପତ୍ତି। ଘଟଣା କ୍ରମ ଅନୁଯାୟୀ ଭାରତୀୟ ତୈଳ ନିଗମ ଦ୍ୱାରା ପାରାଦ୍ୱୀପରେ ନିର୍ମାଣ କରାଯାଇଥିବା…
Read More...

ବାଛୁରୀଟି ଦେଉଛି କ୍ଷୀର

(ତାରାକାନ୍ତ ନାୟକ / ସାଲେପୁର): ବାଛୁରୀଟି ଦେଉଛି କ୍ଷୀର । ଆଚାର୍ୟ୍ୟ ହେବାର ନାହିଁ ଘଟଣାଟି ସତ୍ୟ। ଏକ ଦେଢ଼ ବର୍ଷର ବାଛୁରୀ ବିନା ଗର୍ଭବତୀରେ କ୍ଷୀର ଦେବା ଏକ ଆଶ୍ଚଯ୍ୟର ଘଟଣା। କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାହାବଳପୁର…
Read More...

ମହାବାତ୍ୟାକୁ ପୁରିଲା ଏକୋଇଶ ବର୍ଷ

(ଦିଲ୍ଲୀପ ସାହୁ / ଜଗତସିଂହପୁର): ମହାବାତ୍ୟାକୁ ପୁରିଲା ଏକୋଇଶ ବର୍ଷ।ପ୍ରକୃତିର ତାଣ୍ଡବ ଆଗରେ ଆତ୍ମସମର୍ପଣ କରିଥିଲା ମଣିଷ।ମାତ୍ର କେଇଘଣ୍ଟାର ପ୍ରକୃତିର ତାଣ୍ଡବରେ ହଜିଯାଇଥିଲା ସବୁକିଛି।ପ୍ରକୃତିର କୋପରେ ସତା ହରାଇବା ପରି ହା ହାକାର ପରିବେଶରେ ହଜିଯାଇଥିଲା ଜଗତସିଂହପୁର ଜିଲ୍ଲା ସମୁଦ୍ର…
Read More...

ଲକ୍ଷ ଲକ୍ଷ ଟଙ୍କା ମିଳିମିଶି ଚଳୁ କରି ଦେଲେ

(ଜୟନ୍ତ କୁମାର ସେଠୀ / ପୁରୀ): ମିଳିମିଶି ଚଳୁ କରି ଦେଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା । ପଞ୍ଚାୟତର ଉନ୍ନୟନ ମୂଳକ କାର୍ୟ୍ୟ ହୋଇଥିବା ଦର୍ଶାଇ ସରକାରୀ ଅର୍ଥ ବାଟମାରଣା ହୋଇ ଚାଲିଥିବା ବେଳେ ସବୁ ଜାଣିଶୁଣି ଚୁପ ବସିଛି ବ୍ଲକ ଓ ଜିଲ୍ଲା ପ୍ରଶାସନ । ଶ୍ମଶାନ, ଗାଧୁଆ ତୁଠ, ଗ୍ରାମରେ…
Read More...

ଖାଁ ଖାଁ ତନ୍ତ୍ରପୀଠ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଖାଁ ଖାଁ ସୁବର୍ଣ୍ଣପୁରର ତନ୍ତ୍ରପୀଠ । ବନ୍ଦ ରହିଛି ଚଳିତ ବର୍ଷର ମାଙ୍କ ବଳିଯାତ୍ରା । ୯ ଦିନ ଧରି ଏହି ଯାତ୍ରା କରୋନା କଟକଣା ଯୋଗୁଁ ବନ୍ଦ ରହିଛି । କାଁ ଭାଁ ଶ୍ରଦ୍ଧାଳୁ ଦୀପଟିଏ ଜାଳିଦେଇ ଯାଉଥିବାବେଳେ ମନ୍ଦିର ଭିତରେ ପୂଜାରୀମାନେ କେବଳ ପାଳନ…
Read More...

ସାଢେ ୩ ଘଣ୍ଟାର ପରିଶ୍ରମ ପରେ ମୁର୍ମୂଷୁ ଅବସ୍ଥାରେ ବ୍ୟକ୍ତି ଉଦ୍ଧାର

(ଭୁବନେଶ୍ୱର/ସରୋଜ ରାଉତ): ଦୀର୍ଘ ସାଢେ ୩ ଘଣ୍ଟାର ପରିଶ୍ରମ ପରେ ଖାରବେଳ ନଗର ପୁଲିସ ଜଣେ ବ୍ୟକ୍ତିଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏପରି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଧୀନ ଓଡିଶା ରାଜ୍ୟ କୃଷି ସମବାୟ ବ୍ୟାଙ୍କ ଅଫିସରେ ।…
Read More...

ଗ୍ରାମ ମୁଖ୍ୟ ରାସ୍ତା ପ।ଲିଟିଛି ମରଣଯନ୍ତ।

(ଦୀପକ ମିଶ୍ର / ଉଦଳା): ଏବେ ବି ଏମିତି ରାସ୍ତା ରହିଛି ଗାଁ ଭିତରକୁ ମୋଟର ସାଇକେଲରେ ତୋ ଯିବା ଦୂର କଥା ପାଦରେ ଚାଲିକି ଯିବାକୁ ଡରଲାଗୁଛି । ଦଶ ବର୍ଷ ହେଲାଣି ଗାଁ ରାସ୍ତାରେ ପଡିନି ମୁଠାଏ ମାଟି । ବର୍ଷା ଦିନ ଆସିଲେ ଯାତାୟାତ ସମ୍ପୂର୍ଣ୍ଣ ଠପ ହେଇଯାଏ । ଏହିପରି କି ରୋଗୀ ସେବା ପାଇଁ…
Read More...