Browsing

Video

ଓଡିଶା ଗ୍ରାମ୍ୟବ୍ୟାଙ୍କ ଚେୟାରମ୍ୟାନଙ୍କୁ ହଟାଇବା ପାଇଁ ତେଜିଲା ଆନ୍ଦୋଳନ

ଭୁବନେଶ୍ୱର(ଆଦର୍ଶ ରାଉତ): ୩ଦଫା ଦାବୀ ନେଇ ଆଜି ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ୟ୍ୟଳୟ ଓ ଆଞ୍ଚଳିକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅସ୍ସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସରର କର୍ମଚାରୀମାନେ । ଓଡିଶା ଗ୍ରାମ୍ୟବ୍ୟାଙ୍କର ଅଧକ୍ଷ, ମୋହନ ଏମ ଓ ଜେନେରାଲ ମ୍ୟାନେଜେର ଜଗନ୍ନାଥ…
Read More...

ଚାଷୀଙ୍କ ପାଇଁ ବଡ ସମସ୍ୟା ସାଜିଛି IOCL

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ)- ଚାଷୀଙ୍କ ପାଇଁ କାଳ ସାଜିଛନ୍ତି ଆଇଓସିଏଲ (ତୈଳ ବିଶୋଧନାଗାର) କର୍ତ୍ତୃପକ୍ଷ । ଏକର ଏକର ଜମିରେ ମଡାଯାଇଛି ଆଇଓସିଏଲର ତେଲ ମିଶା ପାଣି । ତେଲ ର ପ୍ରଭାବରେ ସଢ଼ି ଯାଇଛି ଧାନ ଫସଲ । ପାଣି ନିଷ୍କାସନ ପାଇଁ ବାଟ ନଥିବାରୁ ଏବେ ହତାଶ ହୋଇଛନ୍ତି…
Read More...

ସୁବର୍ଣ୍ଣରେଖାରୁ ବନ୍ୟା ପରିସ୍ଥିତି

ବାଲିଆପାଳ, ଅଜିତ ସାହୁ: ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ବର୍ଷା ପାଇଁ ସୁବର୍ଣ ରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ମଧ୍ୟ ଅନେକ ଗାଁ ଜଳବନ୍ଦୀ ହୋଇଛନ୍ତି । ଏବେ ଜଳସ୍ତର ବିପଦ ସଂକେତ ତଳକୁ ଖୋସିଥିଲେବି, ଭୋଗରାଇ ଓ ବାଲିଆପାଳର ତଳିଆ ଅଞ୍ଚଳର ଲୋକେ ଏବେବି ଜଳ…
Read More...

ପ୍ରଶାସନ ବିରୁଦ୍ଧରେ ଗ୍ରାମବାସୀଙ୍କ ଧାରଣା

ପାରାଦ୍ୱୀପ (ପ୍ରଶାନ୍ତ କୁମାର ସ୍ଵାଇଁ): ରନ୍ଧା ଖାଦ୍ୟ ଓ ପାଣି ନିଷ୍କାସନ ଦାବି ରେ କୁଜଙ୍ଗ ବ୍ଲକ କାର୍ୟ୍ୟାଳୟରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ବାସିନ୍ଦା । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକର ଗଣ୍ଡକିପୁର , କାଳିଆପାଟ୍ଟ ଓ ମଙ୍ଗରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେବି…
Read More...

ସାଂସଦଙ୍କ ନେତୃତ୍ବରେ କଟକ ରୋଡ଼ ସେଫଟି ମିଟିଙ୍ଗ

କଟକ (ଜଗନ୍ନାଥ ମହାନ୍ତି): କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି କଟକ ରୋଡ଼ ସେଫଟି ମିଟିଙ୍ଗ । କଟକ ସହର ତଥା କଟକ ଜିଲ୍ଲାର ଅନେକ ଅଞ୍ଚଳରେ ଥିବା ରାସ୍ତା ସମସ୍ୟା ଉପରେ ଏହି ସଭାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ବିଶେଷ କରି ଜଗତପୁର , ମଙ୍ଗୁଳି ଓ…
Read More...

ଅଭିଯୁକ୍ତକୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଆଦର୍ଶ ରାଉତ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲା । ୭ ଦିନିଆ ରିମାଣ୍ଡରେ ଆଣି ୫ ଅଭିଯୁକ୍ତ କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ । ବାଲେଶ୍ଵରରୁ କଟକକୁ ଆଣି ଜେରା କରିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ । ଏହି ସ୍ପେଶାଲ ଟିମରେ ଅଛନ୍ତି…
Read More...

ଷ୍ଟାର ପ୍ରଚାରକ ତାଲିକା ଖୋଲିଦେଲା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ସବୁ ଦଳ ତରଫରୁ ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ହେଲେ ବିଜେଡି ତାଲିକାକୁ ନେଇ ରାଜନୈତିକ ମହଲରେ ତଥା ରାଜ୍ୟବାସୀଙ୍କ ମଧ୍ୟରେ ଚର୍ଚ୍ଚା । ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ଏହି ତାଲିକାରେ କୃଷି ଓ…
Read More...

ଅଧିକାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ବ୍ୟାଙ୍କ ମ୍ୟାନେଜରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର/ଆଦର୍ଶ ରାଉତ: ପୁଣି ଉପରିସ୍ଥ କର୍ମଚାରୀଙ୍କ ଚାପର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟାଙ୍କ ମ୍ୟାନେଜର । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବାଲେଶ୍ୱର ଅମରଦା ବ୍ୟାଙ୍କ ମ୍ୟାନେଜର ଗଣେଶ କୁମାର ପାଇକରାୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି…
Read More...

ଫାର୍ମାସିଷ୍ଟଙ୍କ ଡେପୁଟେସନକୁ ନେଇ ତାତିଲେ ଅଞ୍ଚଳବାସୀ

(ଭୁବନ, କଳ୍ପତରୁ ଜେନା): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି । ଫାର୍ମାସିଷ୍ଟ ଦିପ୍ତି ମଲ୍ଲିକଙ୍କ ପନ୍ଦର ଦିନିଆ ଡେପୁଟେସନକୁ ବିରୋଧ କରି ଅଞ୍ଚଳବାସୀଙ୍କ ଏହି ଉତ୍ତେଜନା ଦେଖାଦେଇଛି । ଦୀର୍ଘ ଦିନ ହେବ ଏହି…
Read More...