ଗ୍ରାମ ପଞ୍ଚାୟତର ନୂତନ କୋଠା ଉଦଘାଟନ କଲେ ଜିଲ୍ଲାପାଳ
(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୋନପୁର ସଦର ବ୍ଲକର ଜନମୁରା ଗ୍ରାମ ପଞ୍ଚାୟତର ନୂତନ କୋଠାକୁ ଆଜି ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ କର କମଳରେ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠାନିର୍ମାଣ ଠିକ୍ ସମୟରେ ହୋଇପାରିଥିବା…
Read More...
Read More...