Browsing

Video

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

(ଦୀପକ ମିଶ୍ର / ଉଦଳା): ଭିଜିଲାନ୍ସ ଜାଲରେ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । କପ୍ତିପଦା କାର୍ୟ୍ୟାଳୟରେ ଏକ ଭଡା ଗାଡି ଲାଗିଥିବାବେଳେ ଗାଡି ମାଲିକ ଶିଶିର କୁମାର ନାୟକଙ୍କ ଠାରୁ ବକେୟା ବିଲ ବାବଦରେ ୧୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ କନିଷ୍ଠ…
Read More...

ମନ୍ଦିର ପରିସରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

(ଦିଲ୍ଲୀପ ସାହୁ / ଜଗତସିଂହପୁର): ମନ୍ଦିର ପରିସରରେ ମହିଳା ଓ ତାଙ୍କ ଝିଅ ଉପରେ ମରଣାନ୍ତକ ଆକ୍ରମଣ ସହ ଜୀବନରେ ମାରିଦେବାକୁ ଧମକ।ଝିଅ ଗୁରୁତର ଆହତ ହୋଇଥିବା ବେଳେ ଅଭିଯୋଗର ୧୨ଘଣ୍ଟା ପରେ ମଧ୍ୟ ପୋଲିସର କାର୍ୟ୍ୟାନୁଷ୍ଠାନ ନାହିଁ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଘାଟନ ପୂର୍ବରୁ ଫିତା କାଟି ଚର୍ଚ୍ଚାରେ ସୂଚନା ଅଧିକାର କର୍ମୀ ଅନୁଜ ମହାପାତ୍ର ।

ଜଳେଶ୍ୱର (ଅଜିତ୍ ସାହୁ)- ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରି ଚର୍ଚ୍ଚାରେ ସୂଚନାଅଧିକାରୀ ଅନୁଜ ମହାପାତ୍ର । ଏଭଳି ଚିର୍ଚିତ ଘଟଣା ବାଲେଶ୍ୱର ଜିଲ୍ଲା, ବାଲିଆପାଳ ବ୍ଲକ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଶୁଦ୍ଧ ପାନୀୟ ଜଳ କୁ…
Read More...

ଚୋରି ସାମଗ୍ରୀ ଉଦ୍ଧାର ନେଇ ସାମ୍ବାଦିକ ସମ୍ମିଳନୀ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗତ ୮ତାରିଖରେ ହିଞ୍ଜିଳି ଥାନା ବଇଞ୍ଚବଣିଆ ଗୀତାଭବନ ସମ୍ମୁଖରେ ଥିବା ଅଭିମନ୍ୟୁ ଦଳାଇଙ୍କ ଘରୁ ଚୋରି ହୋଇଥିଲା । ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବା ନେଇ ଆଜି ହିଞ୍ଜିଳି ଥାନାରେ ଆସ୍କା ଏସଡିପିଓ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ଚୋରି ଯାଇଥିବା ସାମଗ୍ରୀ…
Read More...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତିି ଲୁଟେରା

(ଭୁବନେଶ୍ୱର/ସରୋଜ ରାଉତ): ଗତକାଲି ଡିସିପି କହିଥିଲେ ରାଜଧାନୀରେ ଲୁଟ ଉପରେ ରୋକ ଲଗାଇବାକୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଧନତେରାସ ପାଇଁ ପୁଲିସ ପ୍ରଶାସନ ଲୁଟେରାଙ୍କ ଉପରେ କଡା ନଜର ରଖିଛି । କିନ୍ତୁ ତାଙ୍କ ଘୋଷଣା ଦିନ ହିଁ ରାଜଧାନୀରେ ପୁଣି ଏକ ଲୁଟ ହୋଇଛି । ପୋଲିସ…
Read More...

ମାଲକାନଗିରି ପୋଲିସକୁ ବଡ ସଫଳତା

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ପୋଲିସକୁ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ ସଫଳତା । ସର୍ଚ୍ଚ ସମୟରେ ବ୍ୟାପକ ଗୁଳି ଓ ବୋମା ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ…
Read More...

କୋମାରେ ବାଲିଆପାଳ ଡାକ ଘର

(ଅଜିତ ସାହୁ / ଜଳେଶ୍ୱର): କୋମାରେ ବାଲିଆପାଳ ଡାକ ଘର। ଆବଶ୍ୟକ ସମସ୍ତ ଭିତି ଭୂମି ସୁବିଧା ସୁଯୋଗ ଥାଇବି ଅଞ୍ଚଳବାସୀଙ୍କୁ ସେବା ଯୋଗାଇବାରେ ବିଫଳ । ବାଲିଆପାଳ ଡାକ ବିଭାଗ ଓ ଡାକ ସେବା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସହ ବିଭିନ୍ନ ଯୋଜନା କରାଯାଉଥିଲେ ବି ସେସବୁ ସତେ ଯେମିତି ପ୍ରହସନ…
Read More...

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନିର୍ମାଣ କାର୍ୟ୍ୟ ନେଇ ପ୍ରସ୍ତୁତି ବୈଠକ

(ଜୟନ୍ତ କୁମାର ସେଠୀ / ପୁରୀ): ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ତେବେ ମାତ୍ର ଅଳ୍ପ ଦିନ ଥିବାରୁ ବେଶ ନିର୍ମାଣ କାର୍ୟ୍ୟ କିଭଳି ସୁରୁଖୁରୁରେ ହେବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର କାର୍ୟ୍ୟଳୟରେ ଅନୁଷ୍ଠିତ ହୋଇ ଥିବା ଏହି ବୈଠକରେ…
Read More...

ସରକାରୀ ଯୋଜନାରେ ଡମ୍ବରୁ ବେହେରାଙ୍କ ପାଇଁ ସାତ ସପନ

(ଦିବ୍ୟକାନ୍ତ ବେହେରା / ଚିଲିକା): ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା କେତେଦୂର ହିତାଧିକାରୀ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହା ଖବର ନାହିଁ ସରକାରଙ୍କ ପାଖରେ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକା ବ୍ଲକ ମାନସିଂପୁର ପଞ୍ଚାୟତରେ।୮୦…
Read More...

ସବକଲେକ୍ଟର ଅଫିସର କୁବେର କିରାଣି

ଭୁବନେଶ୍ୱର/ସରୋଜ ରାଉତ: ଭିଜିଲାନ୍ସ ଜାଲରେ କୁବେର କିରାଣି । ଭୁବନେଶ୍ୱର ସବକଲେକ୍ଟର ଅଫିସର କିରାଣିଭାବେ କାର୍ଯ୍ୟରତ ଉଦୟ ଜେନା ଏବେ ଭିଜିଲାନ୍ସ ପଞ୍ଝାରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କ ସୁନ୍ଦରପଦାସ୍ଥିତ ଘରର କେନ୍ଦ୍ରାପଡାର ପୈତୃକ ଘର ଓ…
Read More...