Browsing

Video

ଶ୍ରୀମନ୍ଦିରର ଭୁଲ ଛବି ପ୍ରଦର୍ଶିତ ନେଇ ସିଂହଦ୍ୱାର ଥାନାରେ ଏତଲା

(ଜୟନ୍ତ ସେଠୀ / ଗୋପ): ପୁରୀ ସିଂହଦ୍ୱାର ଥାନାରେ ଆଇଆରସିଟିସି, ଲିଗାଲ ଇଣ୍ଡିଆ ଓ ରିଲିଜିଅସ ୱାର୍ଲଡ ପକ୍ଷରୁ ପୁରୀ ଶ୍ରୀମନ୍ଦିରର ଭୁଲ ଛବି ପ୍ରଦର୍ଶିତ କରାଯାଇଥିବାକୁ ବିରୋଧ କରି ଦିଆଯାଇଛି ଏତଲା । ପୂର୍ବରୁ ପୁରୀ ଶ୍ରୀମନ୍ଦିରର ଭୁଲ ଚିତ୍ର ପ୍ରଦର୍ଶିତ କରାଯାଇ ଥିବା ଘଟଣାକୁ ବିରୋଧ…
Read More...

ନାବଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଧରମ ମାମୁଁ ଗିରଫ

(କଳ୍ପତରୁ ଜେନା/ଭୁବନ): ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମର ୫ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ହେଉଛି ଯାଜପୁର ଜିଲ୍ଲା କାଳିଆପାଣିର ଗ୍ରାମର ଶଙ୍କର୍ଷଣ ଦେହୁରୀ। ତାକୁ ଗିରଫ କରିଛି କଙ୍କଡ଼ାହାଡ଼…
Read More...

କରୋନାରୁ ମୁକ୍ତି ପାଇଁ ଷଣ୍ଢର ବାହାଘର

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): କରୋନାରୁ ମୁକ୍ତି ପାଇଁ, ଚାଲିଛି ଷଣ୍ଢର ବାହାଘର । ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ନିକଟରେ । ପତାଞ୍ଜଳି ଯୋଗ ସମିତିର ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା କରୋନାରୁ ମୁକ୍ତି ପାଇଁ ଏଭଳି ଏକ ନିଆରା ଷଣ୍ଡ ବାହାଘରର ଆୟୋଜନ କରା…
Read More...

ରେଳ ଡିଭିଜନ କାର୍ଯ୍ୟାଳୟ ପାଇଁ ଉଚ୍ଛେଦ ହେବ ଅନେକ ବସ୍ତି

(ମନୋଜ କୁମାର ସାହୁ / ରାୟଗଡା): ପୂର୍ବତଟ ରେଳପଥର ନୂତନ ଡିଭିଜନ ଭାବେ ରାୟଗଡାକୁ ଦୀର୍ଘ ଦେଢ଼ବର୍ଷ ଘୋଷଣା କରାଯାଇଛି । ରାୟଗଡ଼ା ଏକ ସ୍ୱତନ୍ତ୍ର ଡିଭିଜନ ଭାବେ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ରେଳ ବିଭାଗ ଖସଡ଼ା ମଧ୍ୟ ପ୍ରସ୍ତୁତ କରିଛି । ତେବେ ଏଥିପାଇଁ ସହରର ଓ ଏହା ନିକଟରେ ରହିଥିବା…
Read More...

ଥାଇଥାନ ପ୍ରତିଶ୍ରୁତି ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

(ଅଜିତ ସାହୁ / ଜଳେଶ୍ୱର): ବାଲିଆପାଳ -ଭୋଗରାଇକୁ ସଂଯୋଗ କରିବା ପାଇଁ ସୁବର୍ଣ୍ଣରେଖା ପନ୍ତେଇ ଫେରିଘାଟରେ ପୋଲ ନିର୍ମାଣ ହେବାକୁ ଯାଉଛି । ତେବେ କାର୍ୟ୍ୟାରମ୍ଭ ପୂର୍ବରୁ ଉଛେଦ କାର୍ୟ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ବାଲିଆପାଳ ଜାମକୁଣ୍ଡା ଲକ ଠାରେ ପ୍ରାୟ ୧୫୦ ଦୋକାନକୁ ଭଙ୍ଗା…
Read More...

ସାରୁଅ ଜମି ଦୁର୍ନୀତି ମାମଲା: ରାଜଭବନ ଆଗରେ ଧାରଣାରେ ବସିଲେ ୩୧ ପରିବାର

(ଭୁବନେଶ୍ୱର/ସରୋଜ କୁମାରର ରାଉତ): ସାରୁଅେରେ ଥିବା ଓଟିଭି ଅଫିସରୁ କର୍ମଚାରୀମାନଙ୍କୁ ନିଲମ୍ବିତ କରିବା ଓ ଦଳିତଙ୍କ ଜମିକୁ ଅକ୍ତିଆର କରି ସେଠାରେ ସୁଟିଂ ଚଲାଇବା ଭଳି ସଂଗିନ ଅଭିିଯୋଗ ଆସିଛି ଓଟିଭି ନାଁରେ । ଏନେଇ ଶତାଧିକ ଲୋକ ଆଜି ଏହାକୁ ବିରୋଧ କରି ରାଜଭବନ ସମ୍ମୁଖରେ ଧାରଣାରେ…
Read More...

ଘରଡିହ ପଟ୍ଟା ପାଇଁ ଦାବି ପତ୍ର ପ୍ରଦାନ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ପୈାରପରିଷଦ ଅଧିନରେ ଥିବା ଗରିବ ହିତାଧିକାରୀଙ୍କ ପାଇଁ ଜାଗା ମିଶନ ଯୋଜନାରେ ଘରଡିହ ପଟ୍ଟା ଯୋଗାଇ ଦିଆଯାଉଥିବା ବେଳେ ସହରର ୧୧ ନମ୍ବର ୱାଆର୍ଡର ଅନେକ ଗରିବ ହିତାଧିକାରୀଙ୍କୁ ଏ ପଯ୍ୟନ୍ତ ଘରଡିହ ପଟ୍ଟା ଯୋଗାଇ ଦିଆଯାଇପାରି ନାହିଁ।ଫଳରେ ଆବାସ…
Read More...

ଥାନା ଆଇଆଇସିଙ୍କ ସହଯୋଗରେ ବେଧଡକ ଚାଲିଛି ଗଞ୍ଜେଇ ବେପାର

ଭୁବନେଶ୍ୱର: ପୁଲିସ ଚଳାଇଛି ଗଞ୍ଜେଇ ବେପାର । ଥାନାରେ ହେଉଛି ଗଞ୍ଜେଇ ଚାଲାଣର ବ୍ଲୁ ପ୍ରିଣ୍ଟ । ଥାନା କର୍ମଚାରୀଙ୍କ ସମ୍ପୃକ୍ତିରେ ଜମିଛି ବେପାର । ପୁଲିସ ଗଞ୍ଜେଇ ଚାଲାଣଠୁ ଆରମ୍ଭ କରି, ବିତରଣ, ରାକେଟର ପରିଚାଳନା କାର୍ଯ୍ୟର ତଦାରଖ କରୁଛି । ପୁଲିସ ସୁରକ୍ଷା, ତତ୍ୱାବଧାନରେ ବେଧକ ଚାଲିଛି…
Read More...

ପୁରୀ ଜିଲ୍ଲାରେ ନୂଆ ଆଶା ଦେଖାଇବ କି ଅଏଲ ଏଣ୍ତିଆ

ପୁରୀ/ (ଜୟନ୍ତ କୁମାର ସେଠୀ ) - ଆଶାରେ ନିମାପଡାବାସୀ । ଭାରତ ସରକାରଙ୍କ ପକ୍ଷରୁ ଇନ୍ଧନ ର ସନ୍ଧାନ ରେ OIL INDIA କମ୍ପାନୀ ର ସର୍ଭେ କାମ ଆଗେଇ ଚାଲିଛି । ପୁରୀ ଜିଲ୍ଲା ପାଇଁ ନୂଆ ଆଶା ଦେଖାଇବ କି ଅଏଲ ଏଣ୍ତିଆ ! ବଦଳାଇ ଦେବକି ଲୋକଙ୍କ ଭାଗ୍ୟ ! ପରିବର୍ତ୍ତନ ହେବକି ଜୀବନ ସୈଳୀ . ଏମିତି…
Read More...

ଦୁଃଖରେ ଗଞ୍ଜାମ ଜିଲ୍ଲା ବୁଣାକାର

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ଖାଦ୍ୟ ,ବାସ ଗୃହ ଏବଂ ପିନ୍ଧିବା ପାଇଁ ବସ୍ତ୍ର । ଆପଣ କେବେ ଭାବିଛନ୍ତି କି ଗୋଟିଏ ବୁଣା କିପରି ଭାବେ ବସ୍ତ୍ର ତିଆରି କରେ । ବୁଣାକାର ଦୁଃଖ କହିଲେ ନସରେ । ଏହି ବୁଣାକାର ମାନେ ବସବାସ କରନ୍ତି ହିଂଜିଳି ବ୍ଲକର କଣ୍ଟେଇ କୋଳି…
Read More...