Browsing

Video

କଣିହାଁ କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବାଜିମାରିନେଲା ଟୋଲକବେଡା ଦଳ

(ଜ୍ୟୋତି ରଞ୍ଜନ ଧର / କଣିହାଁ ) : ଅନୁଗୋଳ ଜିଲ୍ଲା କଣିହାଁ ଗାନ୍ଧିପଡିଆ ପଡିଆ ଠାରେ କଣିହାଁ ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। କଣିହାଁ ସିଏଚସି ର ମୁଖ୍ୟ ଡାକ୍ତର ସୁମନ୍ତ କୁମାର ପଟେଲ ମୁଖ୍ୟ ଅତଥି, ସମ୍ମାନିତ ଅତିଥି ଭାବରେ ସମାଜସେବୀ ମାଗୁଣି ଚନ୍ଦ୍ର…
Read More...

କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

(ରାୟଗଡ଼ା / ମନୋଜ ସାହୁ ): ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଛି । ଉତ୍ତର ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ୩୮ଜଣଙ୍କ ମୃତ୍ୟୁ…
Read More...

ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ

(ମୃତ୍ୟୁଞ୍ଜୟ / ଆଦର୍ଶ): ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଅନୁଷ୍ଠିତ ପୂର୍ବାଞ୍ଚଳ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି । ଓଡ଼ିଶା ପ୍ରାକୃତିକ ବିପର୍ୟ୍ୟୟରେ ବୁଝୁଥିବାରୁ ମୁଖ୍ୟମନ୍ତ୍ରୀ…
Read More...

ଟିଆରଡବ୍ଲୁ ସ୍କୁଲର ୨ଛାତ୍ର ନିଖୋଜ, ଥାନାରେ ମାମଲା ରୁଜୁ

(ଜୟନ୍ତ କୁମାର ସେଠୀ / ପୁରୀ):ପୁରୀ ଜିଲ୍ଲା କୋଣାର୍କ ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨ ଜଣ ଛାତ୍ର ନିଖୋଜ । ଗତକାଲି ରାତିରୁ ନିଖୋଜ ହୋଇଛନ୍ତି ୨ ଛାତ୍ର । ଅଭିଭାବକ ବିଦ୍ୟାଳୟ ଗେଟ ଭାଙ୍ଗି ବିଦ୍ୟାଳୟରେ ପଶିଲେ । ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା…
Read More...

ସିଏଏ ସମର୍ଥନରେ ଅମିତ ଶାହାଙ୍କ ବିଶାଳ ମହାସମାବେଶ

(ରିପୋର୍ଟସଟୁଡେ): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବର୍ତ୍ତମାନ ଜନତା ମୈଦାନରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଅମିତ ଶାହାଙ୍କ ବିଶାଳ ମହାସମାବେଶ ଅନୁଷ୍ଠିତ ହୋଇଛି । ସେହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

କୋଣାର୍କ ମନ୍ଦିର ସଂରକ୍ଷଣ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଗୁରୁତ୍ଵପୂର୍ଣ୍ଣ ବୈଠକ

(ଗୋପ / ଜୟନ୍ତ କୁମାର ସେଠୀ ): କୋଣାର୍କ ମନ୍ଦିରର ସ୍ଥାୟିତ୍ଵ ଓ କଳାକୃତି କୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବା ବେଳେ କୋଣାର୍କର ମନ୍ଦିରର ସଂରକ୍ଷଣ ଓ ସୁରକ୍ଷା କୁ ନେଇ କୋଣାର୍କ ଯାତ୍ରୀ ନିବାସ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ୨ ଦିନିଆ ଶିବିର । ଯେଉଁ ଶିବିର ରେ କୋଣାର୍କ…
Read More...

ଦିର୍ଘ ୨୦ ବର୍ଷ ପରେ ଡ୍ରେଜିଂ ହେଲା ପାରାଦ୍ବୀପ ମହାନଦୀ ମୁହାଣ

(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ଦିର୍ଘ ୨୦ ବର୍ଷ ପରେ ଡ୍ରେଜିଂ ହେଲା ପାରାଦ୍ବୀପ ମହାନଦୀ ମୁହାଣ। ଦୈନିକ ମାଛ ରପ୍ତାନୀ ୨୫ ଟନ୍ କୁ ବୃଦ୍ଧି ପାଇବାର ଆଶା।ପାରାଦ୍ୱୀପ ବନ୍ଦର ମାଛ ଧାରା ବନ୍ଦର ଭାବେ ମାନ୍ୟତା ପାଇଁ ପରେ ସେଠାରେ ଖୁସିର ମାହୋଲ । ଉପକୃତ ହେବେ ୬୦ ହଜାରରୁ…
Read More...

କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ଜିଲ୍ଲା ପ୍ରଶାସନଙ୍କ ଦ୍ବାରସ୍ଥ

(ସୁନ୍ଦର କୁମାର ପାଣି / କୋରାପୁଟ): ଖଣିଖନନକୁ ନେଇ ବିବାଦ । ବିବାଦରେ ଛନ୍ଦି ହୋଇପଡିଛି ମୈତ୍ରୀ ଇନଫ୍ରା କମ୍ପାନୀ । କୋରାପୁଟ ଜିଲ୍ଲା ଲାଷ୍ମୀପୁର ବ୍ଲକ ଥିବା କୋଡ଼ିଙ୍ଗାମାଲି ପର୍ବତରୁ ଖଣିଖନନ କରିବା ପାଇ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ବିବାଦ ଯୋଗୁଁ ଖଣି ଖନନ ବନ୍ଦ ରହିଛି । ଖଣି…
Read More...

ଶିଳ୍ପ ନଗରୀ କଳିଙ୍ଗ ନଗର ଏବେ ବିଷ ବଳୟର ଶିଳ୍ପାଞ୍ଚଳ

(ଅମୀୟ ରଞ୍ଜନ ଘଢେଇ)ରିପୋର୍ଟସଟୁଡେ: ଯାଜପୁର ଜିଲ୍ଲାରେ ଅବସ୍ଥିତ ଥିବା କଳିଙ୍ଗନଗର ଏବେ ପ୍ରଦୂଷିତ ଶିଳ୍ପାଞ୍ଚଳ ରୂପେ ପରିଗଣିତ ହୋଇଅଛି। ଗ୍ରୀନ ଟି ସର୍ଭେ ରେପୋର୍ଟ୍ ଅନୁସାରେ ଏହା ରାଜ୍ୟର ସହର ମଧ୍ୟରୁ ୨ ୟ ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି। ଏଥିପାଇଁ କଳିଙ୍ଗ ନଗର ବାସିଙ୍କ ମନରେ…
Read More...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଶାହା

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର:ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ସକାଳ ୧୦ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚି ପ୍ରଥମେ ରାଜ୍ୟ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଚଂଳ ଆଂଚଳିକ କମିଟି ବୈଠକରେ ସାମିଲ ହୋଇ ନକ୍ସଲବାଦ,…
Read More...