Browsing

Video

ଫନିର ୧୦ମାସ ପରେ ମଧ୍ୟ ଭଙ୍ଗା କୁଡ଼ିଆରେ ବିପନ୍ନ

(ଜୟନ୍ତ କୁମାର ସେଠୀ)ଗୋପ: ବାତ୍ୟା ଫନୀକୁ ୧୦ମାସ ମାସ ଵିତିଲା। ମିଳିଲାନି ସହାୟତା। ଏବେବି ଭଙ୍ଗା କୁଡିଆରେ ବିପନ୍ନ। ନା ଏମାନଙ୍କୁ ମିଳୁଛି ସରକାର ଙ୍କ ସହାୟତା ରାଶି ନା ସେମାନେ କରିପାରୁଛନ୍ତି ଘରଟିଏ। ସରକାରଙ୍କ ଆବାସ ଯୋଜନା ସେମାନଙ୍କ ପାଇଁ ପାଲଟିଛି ସାତ ସପନ। ଭଙ୍ଗା କୁଡିଆରେ…
Read More...

କଣିହାଁ ସ୍ୱପ୍ନେଶ୍ୱର ମୂର୍ତି ମନ୍ଦିର ପ୍ରତିଷ୍ଠା ଉଦଯାପନୀ ଉତ୍ସବରେ ବିଧାୟକ ବ୍ରଜ କିଶୋର ପ୍ରଧାନ

(ଜ୍ୟୋତିରଂଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ଗ୍ରାମବାସୀଙ୍କ ଆନୁକୂଲ୍ୟରେ କଣିହାଁ ହାଟ ଛକ ନିକଟରେ ନବନିର୍ମିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କର ମୂର୍ତି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ଗୁରୁବାର ଠାରୁ ଚାଲିଥିବା ବେଳେ ଶନିବାର ଦିନ ଏହା ଉଦଯାପିତ ହୋଇଯାଇଛିା ଉଦଯାପନୀ ଉତ୍ସବ…
Read More...

ନୂଆ ଟ୍ରାଫିକ ନିୟମକୁ କଂଗ୍ରେସର ବିରୋଧ

(ମୃତ୍ୟୁଞ୍ଜୟ/ଆଦର୍ଶ)ଭୁବନେଶ୍ୱର: ରାଜ୍ୟରେ ମାର୍ଚ୍ଚ ପହିଲାରୁ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି। ଏହା ସହ ନିୟମ ଉଲଂଘନକାରୀଙ୍କ ମାନେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି। ତେବେ କିନ୍ତୁ ଏହି ନୂଆ ନିୟମ ଓ କଟକଣାକୁ ବିରୋଧ କରିଛି କଂଗ୍ରେସ। ଏନେଇ ଆୟୋଜିତ ଏକ ସାମ୍ବାଦିକ…
Read More...

କଲ୍ୟାଣୀ ଯୁବଶକ୍ତି ସଂଗଠନ ପକ୍ଷରୁ ପ୍ରସିଦ୍ଧ ଦେବଗିରି ଶୈବପୀଠ ସଫେଇ କାର୍ଯ୍ୟକ୍ରମ

(ସନ୍ତୋଷ କୁମାର ଲମତା)କଲ୍ୟାଣସଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପ୍ରସିଦ୍ଧ ଦେବଗିରି ପଞ୍ଚମୁଖେଶ୍ବର ଶୈବପୀଠ ଠାରେ ଆଜି କଲ୍ୟାଣୀ ଯୁବଶକ୍ତି ସଂଗଠନ ପକ୍ଷରୁ ସଫେଈ କାର୍ଯ୍ୟକ୍ରମ କରାଯାଇଛି। ସଂଗଠନ ର ସଭାପତି ଶଙ୍କର ଓାଡକାଙ୍କ ନେତୃତ୍ବରେ ସଂଗଠନର କର୍ମକର୍ତ୍ତା ମାନେ…
Read More...

କାଠ ବୋଝେଇ ଟ୍ରକକୁ ୧ଲକ୍ଷ ୧୦ହଜାର ୮ଶହ ଟଙ୍କା ଜରିମାନା

(ମନୋଜ ସାହୁ)ରାୟଗଡ଼ା: ସାରା ରାଜ୍ୟରେ କଡ଼ାକଡ଼ି ଗାଡ଼ି ଚେକିଂ ଚାଲିଥିବା ବେଳେ ଆଜି ରାୟଗଡାରେ ମଧ୍ୟ କଡାକଡି ଭାବେ ଗାଡ଼ି ଯାଞ୍ଚ କରାଯାଉଛି। ଆଜି ୩୨୬ ନମ୍ଵର ଜାତୀୟ ରାଜପଥର ସ୍ଥାନୀୟ ଖଲିଗୁଡା ଠାରେ ଆଂଚଳିକ ପରିବହନ ଓ ପୋଲିସ ବିଭାଗ ମିଳିତରେ ଟ୍ରାଫିକ ଚେକିଂ କରାଯାଇଥିଲା । ଏଥିରେ…
Read More...

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ କଡ଼ାକଡ଼ି ଯାଞ୍ଚ

(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ମନୁମୁଣ୍ଡା - ସୋନପୁର ମୁଖ୍ୟ ରାସ୍ତାରେ ଥିବା କୁଞ୍ଜ ହୋଟେଲ ଛକଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…
Read More...

ଧାନମଣ୍ଡି ବନ୍ଦ ପ୍ରତିବାଦରେ ଧାରଣାରେ ବସିଲେ ଶହଶହ ଚାଷୀ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଖରିଫ ଋତୁ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ଚାଷୀଙ୍କ ଠାରୁ ଧାନ କିଣିବା ପୂର୍ବରୁ ମଣ୍ଡି ବନ୍ଦ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।ମଣ୍ଡି ପୁନଃ କାର୍ୟ୍ୟକ୍ଷମ କରିବା ସକାଶେ ରାଜ୍ୟପାଳଙ୍କୁ ଦାବି ଜଣାଇଥିଲେ ମଧ୍ୟ ବର୍ତ୍ତମାନ…
Read More...

ହାଇ ଲେବଲ କ୍ଳିୟ ରାନ୍ସ ବୈଠକ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆଜି ଲୋକ ସେବା ଭବନରେ ଏକ ହାଇ ଲେବଲ କ୍ଳିୟ ରାନ୍ସ ବୈଠକ ବସିଥିଲା । ରାଜ୍ୟ ସରକାରଙ୍କର ହାଇ ଲେବଲ କ୍ଳିୟରାନ୍ସ କମିଟିରେ ୩ ଟି ପ୍ରକଳ୍ପକୁ ମଂଜୁରୀ ମିଳିଲା । ମୋଟ ୬୯୨୩ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
Read More...

ମନ୍ଦିର ସଂରକ୍ଷଣ ୨ୟ ଦିବସ ଆଲୋଚନା: ବାହରି ପାରିନଥିଲା ନିର୍ୟ୍ୟାସ୍ତ

(ଗୋପ / ଜୟନ୍ତ କୁମାର ସେଠୀ ): କଣ ହେବ ବିଶ୍ଵ ଐତିହ କୋଣାର୍କ ମନ୍ଦିରର ଭବିଷ୍ୟତ ? କେତେ ସୁରକ୍ଷିତ ଅଛି ନିଖୁଣ କଳା କୃତି ରେ ଭରପୁର କୋଣାର୍କ ସୂର୍ୟ୍ୟ ମନ୍ଦିର । ମନ୍ଦିର ଆର୍ନ୍ତରିଣ ପଥର ହେଲାଣି କି ଦୁର୍ବଳ ? ମନ୍ଦିର ସୁରକ୍ଷା ପାଇଁ ଭର୍ତ୍ତି କରାଯାଇଥିବା ବାଲି ମନ୍ଦିର ପାଇଁ ଆଣିବ…
Read More...

ବାଲ୍ୟ ବିବାହ ରୋକିଲା କୋରାପୁଟ ଜିଲା ପ୍ରଶାସନ

(ସୁନ୍ଦର କୁମାର ପାଣି)କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନାବାଳିକା ବିବାହକୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନର ସଚେତନତା ଦ୍ୱାରା ଚଳିତ ମାସରେ କୋରାପୁଟ ବ୍ଲକର ମାନବାର ପଞ୍ଚାୟତର ମାଳିଗୁଡା ଦୁଇଟି, ଦେବୀଘାଟି କେନ୍ଧୁଗୁଡା, ମହାଦେଇପୁଟ ପଞ୍ଚାୟତ ର ଜାମାଦାରଗୁଡା ,କେଂଦାର…
Read More...