ଆଜିର ଦିନରେ ଯୁବରାଜ ସିଂ ଗୋଟିଏ ଓଭରରେ ମାରିଥିଲେ ୬ ଛକା
ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ହଜାଇ ଦେଇଥିଲେ ନିଦ । ଆଉ ବିଶ୍ୱ କ୍ରିକେଟ୍ରେ କରିଥିଲେ ନୂଆ କୀର୍ତ୍ତୀମାନ । ମାତ୍ର ୧୨ଟି ବଲ୍ରେ ଖେଳିଥିଲେ ବିସ୍ଫୋରକ ପାରି ।
ବର୍ଷ ୨୦୦୭, ଆଇସିସି ପକ୍ଷରୁ ଆୟୋଜନ ହୋଇଥିଲା ଟି-୨୦ ବିଶ୍ୱକପ୍ର…
Read More...
Read More...